ବଡ଼ଗାଁମିଲ ନିକଟରୁ ଦୁଇଗୋଟିଗାଡ଼ିରୁ ବେଟିରି ଚୋରି ଥାନାରେ ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର ,ଗୁରୁବାର )ରାୟଗଡ :-ରାୟଗଡ ଗଜପତି ରାୟଗଡ ନିକଟ ନାରାୟଣପୁରୁ ପଂଚାୟତଅଧୀନରେ ଥିବା ବଡ଼ଗାଁ ମୁଖ୍ୟସଡ଼କ ନିକଟ ଥିବା ଶ୍ରୀ ଲକ୍ଷ୍ମୀକାଜୁ ମିଲ ପ୍ରାଙ୍ଗଣରେ ଗତ ରାତ୍ର ଚାରିଶ ସାତ ଭ୍ୟାନ,ଓ ଭାରତବେଞ୍ଚ ଭ୍ୟାନ ଦୁଇଗୋଟି ଗାଡ଼ି ମଧ୍ୟରୁ ଗତ 13/12/20 ରାତ୍ର ୨ଟି ବେଟିରି ଚୋରି ଅଭିଯୋଗ ରାୟଗଡ ଥାନାରେ ହୋଇଛି ! ଉକ୍ତ ଫାକ୍ଟ୍ରି ମାଲିକ ଆର ଚିରିଞ୍ଜିବୁଲୁ ଗତ ତା 15/12/20 ରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଆଖ ପାଖ ଅଞ୍ଚଳରେ ଏମିତିକା ଅନେକ ଚୋରି ହେଉଥିବା ପୂର୍ବରୁ ମଧ୍ୟ ଶୁଣିବାକୁ ମିଳିଛି

ଏହି ଅଂଚଳ ରାୟଗଡ,ଗାରାବନ୍ଧ,ଗୁରାଣ୍ଡି ଥାନା ଏରିଆ ରେ ଆସୁଛୁ ଏଣୁ ତିନିଥାନା ପକ୍ଷରୁ ଯଦି ମିଳିତଭାବେ ରାତ୍ରୀ କାଳୀନ ପେଟ୍ରୋଲିଙ୍ଗ କରିବା ଥାନା ପକ୍ଷରୁ ପଦେକ୍ଷପ ନିଆଯାଏ ତେବେ ଚୋରୀ ଲୁଣ୍ଠନ ରାହାଜାନି ଓ ମଦ ନିଶାକାରବାର ବନ୍ଦ ହୋଇପାରିବ ବୋଲି ଅଞ୍ଚଳ ବାସୀ ଦାବୀ ଜଣାଇଛନ୍ତି ! ରାୟଗଡ଼ ଥାନା ପକ୍ଷରୁ ଏକ ଚୋରି କେସ ମାମଲା ରୁଜୁକରି କେଶ ସଂଖ୍ୟା 92/20ରେ ଉକ୍ତ ମାମଲାର ତଦନ୍ତ ଜାରି ରହିଥିବା ଏ ଏସ ଆଇ ଅଭିମନ୍ୟୁ ପାଣିଗ୍ରାହୀଙ୍କ ଠାରୁ ସୂଚନା ମେଳିଛି l ଉକ୍ତ ଚୋରି ମାମଲାରେ ସମ୍ପୃକ୍ତ ଚୋର ମାନଙ୍କୁଅତି ଶୀଘ୍ର ଧରାଯିବବୋଲି କହିଛନ୍ତି !       ରାୟଗଡ(ସଞ୍ଜୀବ କୁମାର ପାଣି )

Exit mobile version