Home ଓଡ଼ିଶା ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ଆନୁକୁଲ୍ୟରେ ଗାଁ ରାସ୍ତା ସଫେଇ କଲେ ଯୁବଗୋଷ୍ଠୀ । by Proprietor Abhimanyu Maharana 6 years ago CREATOR: gd-jpeg v1.0 (using IJG JPEG v62), quality = 82 Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର ) ଗଞ୍ଜାମ :- ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉସ୍ତା ଜଗନ୍ନାଥପୁର ଗ୍ରାମରେ ଆଜି “ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ” ଆନୁକୁଲ୍ୟରେ ଗ୍ରାମର ପରିବେଶ ସହ ପରିମଳ ସ୍ଵଚ୍ଛ କରିବା ନେଇ ଯୁବଗୋଷ୍ଠୀଙ୍କ ଠାରେ ଆନ୍ତରିକତା ଦେଖିବାକୁ ମିଳିଛି । ସ୍ବେଛାସେବୀ ଗୌରୀ ଶଙ୍କର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଗ୍ରାମ ଯୁବ ସମୂହ ମିଳିତ ଭାବରେ ଗାଁ ମୁଖ୍ୟ ରାସ୍ତାକୁ ସଫା କରିବା ସହିତ ସାଧାରଣରେ ସ୍ୱଚ୍ଛ ପରିବେଶ ଓ ପରିମଳ ପରିଚାଳନା ନେଇ ଅନୁପ୍ରାଣିତ କରିଛନ୍ତି । CREATOR: gd-jpeg v1.0 (using IJG JPEG v62), quality = 82 ନାଏବ ସରପଞ୍ଚ ଶ୍ରୀ ନିଳାଞ୍ଚଳ ପ୍ରଧାନ , ସନ୍ତୋଷ ରାଉତ , ସୁଶାନ୍ତ ରାଉତ , ସୁବଳ ଦାସ , ଜୀବନ ଦାସ , ରାଜକିଶୋର ପ୍ରଧାନ , ଶିବାଜି ପ୍ରଧାନ , ପିଣ୍ଟୁ ପ୍ରଧାନ , ପପୁ ପ୍ରଧାନ , ସଂଗ୍ରାମ ରାଉତଙ୍କ ସହ ଗ୍ରାମ ମହିଳା ଓ ଯୁବବର୍ଗ ସମୂହ ମିଶି ପରିମଳ ସଚେତନତା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଛନ୍ତି । (ରିପୋର୍ଟ ଶେଷଦେବ ସାହୁ) ଗଞ୍ଜାମ ଜିଲ୍ଲା ବ୍ୟୁରୋ Categories: ଓଡ଼ିଶା, ଗଞ୍ଜାମ, ଦେଶ, ହୋମ୍ Related Content ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026 ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ by Proprietor Abhimanyu Maharana June 20, 2026 ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ by Proprietor Abhimanyu Maharana June 20, 2026 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana June 20, 2026