ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର )ଭୁବନେଶ୍ୱର :- ତିଥି ଓ ପର୍ବ-ଦିବସ: ଆଜି ମାର୍ଗଶିର ଶୁକ୍ଳ ଦ୍ୱିତୀୟା ଦିବା ୦୪:୫୪:୪୪ ଗତେ ତୃତୀୟା ତିଥି। ଧନୁଚନ୍ଦ୍ର ରାତ୍ରି ୦୧:୪୮ ଗତେ ମକରଚନ୍ଦ୍ର। ପୂର୍ବାଷାଢ଼ା ରାତ୍ରି ୦୮:୦୪:୪୮ ଗତେ ଉତ୍ତରାଷାଢ଼ା ନକ୍ଷତ୍ର। ରାତ୍ରି ୦୧:୪୮ ଗତେ ଶରଣ, ରମ୍ଭା ତୃତୀୟା। ଦ୍ୱିତୀୟା ତିଥିରେ ଭେଜିବାଇଗଣ ଏବଂ ଦିବା ୦୪:୫୪:୪୪ ଗତେ ତୃତୀୟା ତିଥିରେ ପୋଟଳ ଭକ୍ଷଣ ନିଷେଧ।
