ବିଜେପି ରାଜ୍ୟଉପସଭପତି ଜିଲ୍ଲାସଭାପତିଙ୍କ ରାୟଗଡ଼ ଗସ୍ତ

 ଓଡ଼ିଶା ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର) ରାୟଗଡ ଗଜପତି :- ଆଜି ସନ୍ଦ୍ୟା ସମୟରେ ରାୟଗଡ଼ ଗସ୍ତରେ ରାଜ୍ୟ ବିଜେପି ଉପସଭାପତି ବ୍ରହ୍ମପୁରୁ ସାଂସଦ ପ୍ରାଥୀ ଶ୍ରୀ ଭୃଗୁବକ୍ସି ପାତ୍ର,ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ବିଜେପି ଜିଲ୍ଲା ସଭାପତି,ସୋରଜ ସାବତ ଜିଲ୍ଲା ପ୍ରଭାରୀ,ସୋରଜ ପାତ୍ର,ରାଜ୍ୟ କୃଷକମୋର୍ଚ୍ଚା ସମ୍ପାଦକ, ନୃସିହଚରଣ ପଟ୍ଟନାୟକ,ମୁନସିପାଲଟି ପୂର୍ଵତନଅଧକ୍ଷ,ସହ ରାୟଗଡ଼ ଠାରେ ପହଂଚି ଥିଲେ l

ସ୍ଥାନୀୟ କାର୍ଯ୍ୟକର୍ତା ମାନଙ୍କ ସଙ୍ଗେ ସାକ୍ଷତ ପରେ ଅଞ୍ଚଳ,ସାଙ୍ଗଠନିକ ଉପରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ନବକିଶୋର ଶବର,ଗଙ୍ଗାଧର ଶବର,ଏସ ନାଗେଶ୍ୱର ଆଚାରି,ଦୁର୍ଗା ପ୍ରସାଦ ସୁବୁଦ୍ଧି,ଅଜିତ କୁମାର ସାହୁ,କାଶୀ ଆଚରି,,ପ୍ରମୁଖ ଉପସ୍ଥିତ ଥିଲେ l(ରାୟଗଡ ଗଜପତି /ସଞ୍ଜୀବ କୁମାର ପାଣି )

 

Exit mobile version