ନାରାୟଣପୁରୁ ଠାରେ ବୁଡ଼ାସାପ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର ରବିବାର)  ରାୟଗଡ ଗଜପତି :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ନାରାୟଣପୁର ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହମଧ୍ୟରେ ଆଜିସନ୍ଦ୍ୟା ସମୟରେ ଏକ ପାଞ୍ଚଫୁଟଲମ୍ବା ବୁଡ଼ାସାପ ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଗ୍ରାମର କିଛି ଲୋକ ମାଗୁଣି ମହାପାତ୍ର ,ଗୌରୀ ଶଙ୍କର ଘଡ଼ାଇ,ରବୀନ୍ଦ୍ର ରାଉତ,ସୁବାଷ ବେହେରା,

ସନ୍ତୋଷ ରେଡି, ସଙ୍ଗେ ସଙ୍ଗେ ନିକଟସ୍ଥ ବନ ଭିଭାଗ ଅଧିକାରୀଙ୍କୁ ଜଣାଇ ଥିଲେ ବନବିଭାଗ କର୍ମଚାରୀ,ଗ୍ରାମର ଯୁବକ ମାନଙ୍କ ସହାୟତାରେ ଉକ୍ତ ବୁଡ଼ା ସାପକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି (ରାୟଗଡ ଗଜପତି/ସଞ୍ଜୀବ କୁମାର ପାଣି)

Exit mobile version