ନୟାଗଡ ଜିଲ୍ଲା ପ୍ରଶାସନ ଏବଂ ଓରମାସ ତରଫରୁ କ୍ଷୁଦ୍ର ପ୍ରଦର୍ଶନୀ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ : ନୟାଗଡ଼ ଜିଲ୍ଲାପାଳ – ଡ଼.ପୋମା ଟୁଡୁ

ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) ନୟାଗଡ /ଅଭିମନ୍ୟୁ  :-  ଡ଼.ପୋମା ଟୁଡୁ ଭର୍ଚୁଆଲ ସିଟିଂରେ ସଭାପତିତ୍ବ କରିଥିବା ବେଳେ ଅନ୍ ଲାଇନ୍ ମାଧ୍ୟମରେ ପଲ୍ଲୀଶ୍ରୀ ମେଳା ର ଉଦ୍ଘାଟନ କରିଥିଲେ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁସଂପଦ ବିଭାଗର ମାନ୍ୟବର ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ।

ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ 20 ଟି SHG ଗ୍ରୁପ୍ ର ଷ୍ଟଲ୍ ଖୋଲାଯାଇଥିବା ବେଳେ ପ୍ରଦର୍ଶନୀରେ କୋଭିଡ୍ ନିୟମ ପାଳନ କରାଯିବ ।(ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version