ଓଡ଼ିଶା ତାଜା ନ୍ୟୁଜ୍ ପ୍ରଭାବ ରାୟଗଡ ଗୋପବନ୍ଧୁ ଗ୍ରାମୀଣ ଜଳଯୋଗାଣ ଯୋଜନା କୁମ୍ଭାରସାହି ନଳ କୂପରୁ ଉଠିଲା ପାଣି

ଓଡ଼ିଶା ତାଜା ନ୍ୟୁଜ୍  ପ୍ରଭାବ ରାୟଗଡ ଗୋପବନ୍ଧୁ ଗ୍ରାମୀଣ ଜଳ ଯୋଗାଣ ଯୋଜନା କୁମ୍ଭାରସାହି ନଳ କୂପରୁ ଉଠିଲା ପାଣି ସମସ୍ୟା ହେଲା ଦୂର ; ସାହି ବାସିନ୍ଦା ଙ୍କ ମନରେ ଖୁସି କହିଲେ ନସରେ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶୁକ୍ରବାର ) ରାୟଗଡ ଗଜପତି :- ରାୟଗଡ କୁମ୍ଭାରସାହି ଠାରେ ଦୀର୍ଘବର୍ଷ ଧରି ବନ୍ଦଥିବା ଗତ 2016-2017 ଆର୍ଥିକ ବର୍ଷରେ ଗୋପବନ୍ଧୁ ଗ୍ରାମୀଣ ଜଳ ଯୋଗାଣ ଯୋଜନା ମାଧ୍ୟମରେ ନିର୍ମାଣହୋଇଥିବା ଚାରିଲକ୍ଷ ଟଙ୍କାର ଏହି କାର୍ଯ୍ୟ ହେବାର ଚାରି ଦିନ ମଧ୍ୟ ସାହି ବାସିନ୍ଦା ପାଣି ବ୍ୟବହାର କରିନଥିବାସାହି ବାସିନ୍ଦା ଅଭିଯୋଗ କରିଥିଲେ l

ଗତ ତା 2/12/2020ରିଖରେ ଓଡ଼ିଶା ତାଜା ନ୍ୟୁଜ୍ ପ୍ରକାଶପାଇବା ପରେ ତା 10/12/2020 ରିଖ ଦିନ ଉକ୍ତସାହିକୁ ଵିଭାଗୀୟ ଯନ୍ତ୍ରି,କାର୍ଯ୍ୟକାରୀ ସଂସ୍ଥା ପହଂଚି କାର୍ଯ୍ୟତଦାରଖ କରି ପାନୀୟଜଳ ଉଠାଣ କାର୍ଯ୍ୟସମ୍ପୂର୍ଣ୍ଣ କରିଥିଲେ ! କୁମ୍ଭାରସାହି କୁ ଦୀର୍ଘ ବର୍ଷ ପରେ ଉକ୍ତ ନଳକୂପରୁ ସୋଲାର ଯୋଗେ ପାଣି ଉଠାଣକାର୍ଯ୍ୟ ହୋଇଥିବାରୁ ସାହି ବାସିନ୍ଦା ମଧ୍ୟରେ ଏବଂ ମାଆମାନେ ଖୁସିବ୍ୟକ୍ତ କରିଥିଲେ l(ରାୟଗଡ ଗଜପତି/ସଞ୍ଜୀବ କୁମାର ପାଣି)

Exit mobile version