ନୟାଗଡରେ ଛୋଟ ପ୍ରଦର୍ଶନୀକୁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଉଦଘାଟନ କଲେ – ମନ୍ତ୍ରୀ ଅରୁଣ

ଓଡ଼ିଶା ତାଜା ନ୍ୟୁଜ (୧୦ ଡିସେମ୍ବର , ଗୁରୁବାର ) ନୟାଗଡ :- ନୟାଗଡ ବ୍ରଜେନ୍ଦ୍ର ହାଇସ୍କୁଲ ପଡିଆରେ ତା ୧0.୧୨. ୨0୨0 ରୁ ୩0 ୧୨. ୨0୨0 ପର୍ଯନ୍ତ ଡି. ଆର. ଡି.ଏ ଏବଂ ଓରମାସ ର ଆୟୋଜନରେ ଆରମ୍ଭ ହୋଇଥିବା ଛୋଟ ପ୍ରଦର୍ଶନୀକୁ ଭରଚୁଆଲ ମିଟିଂ ମାଧ୍ୟମରେ ରାଜ୍ୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦଘାଟନ କରୁଥିବାବେଳେ

ସଭାରେ ଅଧକ୍ଷତା କରୁଥିବା ଜିଲ୍ଲାପାଳ ଡ଼ା. ପୋମା ଟୁଡୁଙ୍କ ସମେତ ଅନ୍ୟ ପଦସ୍ଥ ଅଧିକାରୀ ମାନେ ସାମାଜିକ ଦୂରତା ମଧ୍ୟରେ ଉପସ୍ଥିତ ଥିଲେ |(ରିପୋର୍ଟ/ରାମକୃଷ୍ଣ ରଥ )

Exit mobile version