ଭାରତର ସର୍ବବୃହତ୍ ହୋମ୍‌ଷ୍ଟୋର୍ ହୋମ୍‌ଟାଉନ୍ ପକ୍ଷରୁ ପୁଣିଥରେ ସ୍ୱତବ ‘ମାନୋ ୟା ନା ମାନୋ’ ସେଲ୍‌

ଖୋର୍ଦ୍ଧା ଜିଲା (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ଭୁବନେଶ୍ୱର ଷ୍ଟୋର୍‌ରେ ( ସତ୍ୟନଗର,କେନ୍ଦ୍ରୀୟ ବିଦ୍ୟାଳୟ ବିରୀତରେ ) ଆରମ୍ଭ କରାଯାଇଛି । ଭୁବନେଶ୍ୱର ହୋମ୍ ଟାଉନ୍ ଷ୍ଟୋର୍ ହେଉଛି କମ୍ପାନୀର ଭାରତରେ ଅନ୍ୟତମ ସର୍ବବୃହତ୍ ଷ୍ଟୋର୍‌ ; ଏହି ଷ୍ଟୋର ୩୫,୦୦୦ ବର୍ଗୁଟ୍ ଅଂଚଳରେ ବ୍ୟାପି ରହିଥିବାବେଳେ ଏଠାରେ ଟ୍ରେଣ୍ଡି ଡିଜାଇନ୍‌ରର୍ଣ୍ଣିଚର, ହୋମ୍‌ଓୟାର, ଇଲେକ୍‌ଟ୍ରୋନିକ୍ସ, ମଡ୍ୟୁଲାର କିଚେନ୍‌, ମଡ୍ୟୁଲାର ୱାରଡ୍ରବସ୍ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀର ବ୍ୟାପକ ସଂଗ୍ରହ ଗୋଟିଏ ଛାତ ତଳେ ମହଜୁଦ୍ ରହିଛି । ଏହି ଷ୍ଟୋର ଏକ ସ୍ୱତବ ଏଣ୍ଡ-ଟୁ-ଏଣ୍ଡ ଇଂଟେରିୟର ଡିଜାଇନ୍ ଓ ରାଜେକ୍ଟ ଏକ୍‌ଜିକ୍ୟୁସନ ସର୍ଭିସ୍ ଡିଜାଇନ୍ ଓ ବିଲ୍ଡ ସୁବିଧା ପଦାନ କରୁଛି ଯାହାକୁ ଗ୍ରାହକମାନେ ନିଜର ଘର ଡିଜାଇନ୍ କରିବା । ଇଁ ବ୍ୟବହାର କରିାରିବେ । ର୍ଣ୍ଣିଚର କଲେକ୍ସନରେ ଅସୀମିତ ରିହାତି ସହିତ ହୋମ୍‌ଟାଉନ୍‌ର ଏହି ଷ୍ଟୋର୍ ପାରମ୍ପରିକଠାରୁ ଆରମ୍ଭ କରି ଆଧୁନିକ ପର୍ଯ୍ୟନ୍ତ ବିଭିନ୍ନ ଡିଜାଇନ୍ ସୌନ୍ଦର୍ଯ୍ୟତାକୁ ସୁହାଉଥିବା ଲିଭିଙ୍ଗ୍ ରୁମ୍‌, ଡାଇନିଙ୍ଗ୍ ରୁମ୍‌, ବେଡ୍‌ରୁମ୍‌ର୍ଣ୍ଣିଚରର ଏକ ବ୍ୟାପକ ଓ ବିବିଧ ରେଞ୍ଜ ଉପଲ୨ କରୁଛି ।

ଏହି ଷ୍ଟୋର ଆପଣଙ୍କର ଦୈନନ୍ଦିନର ଆବଶ୍ୟକତା । ଇଁ ର୍ଣ୍ଣିଚର ଏସେନ୍ସିଆଲର ଏକ ବ୍ୟାପକ ଶ୍ରେଣୀର ସଂଗ୍ରହ ମଧ୍ୟ ଉପଲ୨ କରୁଛି । ହୋମ୍‌ଟାଉନ୍‌ର ଏହି ଅତୁଳନୀୟ ହୋମ୍‌ଓୟାର କଲେକ୍ସନ ଡେକୋର୍‌,ର୍ଣ୍ଣିସିଙ୍ଗ୍‌, ଟେବୁଲ ଓୟାର, ଗ୍ଲାସ୍ ଓୟାର, କୁକ୍ ଓୟାର ଓ କିଚେନ୍‌ ଏସେନ୍ସିଆଲ ଆଦିର ନୂତନ ଆନ୍ତର୍ଜାତୀୟ ଟ୍ରେଣ୍ଡ ମଧ୍ୟ ପ୍ରଦାନ କରୁଛି । ଡେକୋର ଓ ହୋମ୍ ପୋସନ୍‌ର ୫୦୦୦ରୁ ଅଧିକ ଡିଜାଇନ୍ ସହ ଏହି ଷ୍ଟୋରରେ ଘରର ପ୍ରତ୍ୟେକଟି କୋଣ ପାଇଁ କିଛି ସ୍ୱତବ ରହିଛି । ସେହିପରି ହୋମ୍‌ଟାଉନ୍‌ର ଅତୁଳନୀୟ ମଡ୍ୟୁଲାର ସେବା କିଚେନ୍ ଓ ୱାରଡ୍ରବସ୍ ପାଇଁ କଷ୍ଟମାଇଜ୍‌ଡ ମଡ୍ୟୁଲାର ସମାଧାନ ପ୍ରଦାନ କରୁଛି ; ଯେଉଁଠାରେ ଗ୍ରାହକମାନେ ଇନ୍‌-ହାଉସ୍ ଡିଜାଇନର୍ ମାନଙ୍କ ଦ୍ୱାରା ନିର୍ମିତ ୧୦୦୦ରୁ ଅଧିକ ଷ୍ଟାଇଲ ଓ ଡିଜାଇନ୍ ମଧ୍ୟ ଚୟନ କରିପାରିବେ । ହୋମ୍‌ଟାଉନ୍‌ର ଇନ୍‌-ହାଉସ୍ ମଡ୍ୟୁଲାର କିଚେନ୍ ବ୍ରାଣ୍ଡ ଡ଼୍ୟୁରା କୁସନ୍‌ରେ ସର୍ବନିମ୍ନ ୫ ବର୍ଷର ୱାରେଂଟି ଓ ମାଗଣା ସର୍ଭିସ୍ କ୍ୟାମ୍ପ ସୁବିଧା ରହିଛି । ହୋମ୍‌ଟାଉନ୍ ସଳତାର ସହ ବର୍ଡମାନ ସୁଦ୍ଧା ଦେଶବ୍ୟାୀ ୟ ୬୦,୦୦୦ରୁ ଅଧିକ କିଚେନ୍ ଡିଜାଇନ୍ କରିଛି । ଏହି ବ୍ରାଣ୍ଡ ଡିଜାଇନ୍ ଓ ବିଲ୍ଡରେ ଏକ ସ୍ୱତବ ସେବା ମଧ୍ୟ ପ୍ରଦାନ କରୁଛି ଯାହା ଏଣ୍ଡ-ଟୁ-ଏଣ୍ଡ କଷ୍ଟମାଇଜ୍‌ଡ ଇଂଟେରିୟର ଡିଜାଇନ୍ ଓ ଘର । ଇଁ କାର୍ଯ୍ୟକାରୀ ସମାଧାନ ପ୍ରଦାନ କରୁଛି । ଗ୍ରାହକମାନେ ହୋମ୍‌ଟାଉନ୍‌ର ଏକ ସମ୍ପୂର୍ଣ୍ଣ ପ୍ରକଳ୍ପ ପରିଚାଳନନା ଟିମ୍ ସହ ଇନ୍‌-ହାଉସ୍ ଇଂଟେରିୟର ଡିଜାଇନର୍‌ଙ୍କଠାରୁ ବ୍ୟକ୍ତିଗତ ଡିଜାଇନ୍ ସମାଧାନର ଲାଭ ଉଠାଇାରିବେ । ପୁୟଚର ଗ୍ରୁପ୍‌ର ଅଂଶ ଭାବେ ହୋମ୍ ଟାଉନ୍‌ର ଭାରତର ୨୩ଟି ସହରରେ ୫୧ଟି ଷ୍ଟୋର୍ ରହିଛି ଏବଂ ଦେଶବ୍ୟାପୀ ଏହାର ୭୦ ଲକ୍ଷରୁ ଅଧିକ ହ୍ୟାପି କଷ୍ଟମର ଏହି ଅର୍‌ର ଲାଭ ଉଠାଇପାରିବେ । ଏହି ବ୍ରାଣ୍ଡ ସର୍ବୋଡମ ଗ୍ରାହକ ଅଭିଜ୍ଞତା ଏବଂ ମାଗଣା ଡେଲିଭରି, ସେମ୍ ଡେ ଇନ୍‌ଷ୍ଟଲେସନ୍‌, ମାଗଣା ସର୍ଭିସ୍ କ୍ୟାମ୍ପ, ଅନ୍ ଟାଇମ୍ ଡେଲିଭରି ଓ ର୍ଣ୍ଣିଚର୍‌ର ଲାଇଟାଇମ୍ ମେଂଟେନାନ୍ସ ଭଳି ବିକ୍ରି ରବର୍ତୀ ସେବା । ନିଜକୁ ଗର୍ବିତ ଅନୁଭବ କରୁଛି ।

Exit mobile version