ମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇପାରିବ ସେ ନେଇ ବ୍ୟାପକ ଆଲୋଚନା କଲେ l

ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର )ଭୁବନେଶ୍ୱର :- ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଗତକାଲି ସୁପରିଚିତ ସାମାଜିକ ସ୍ବେଛାସେବୀ ସଂଗଠନ ରୋଟାରୀର ସମସ୍ତ ମୁଖ୍ୟ ମାନଙ୍କ ସହ ଆଗାମୀ ଦିନରେ କିପରି ସେବା ମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇପାରିବ ସେ ନେଇ ବ୍ୟାପକ ଆଲୋଚନା କଲେ l

ଏହି ଅବସରରେ ଅସହାୟ ଏବଂ ଅନାହାର ଜନ ସାଧାରଣଙ୍କୁ କିପରି ମୁଠାଏ ଖାଦ୍ୟ ଦିଆ ଯାଇପାରିବ ସେ ନେଇ ସାଂସଦ ମହୋଦୟାଙ୍କ ପ୍ରୟାସ #ଅନ୍ନପୂର୍ଣ୍ଣା ମଧ୍ୟ ଆଗାମୀ ଦିନରେ ସଫଳ ଭାବେ ବ୍ୟାପକ ହବ ଆଲୋଚନା ହେଲା l

Exit mobile version