ଡ଼ଃ ବି ଆର ଆମ୍ବେଦକରଙ୍କ 64ତ୍ତମ ମହା ପରିନିବାଣ ଦିବସ ; କେନ୍ଦ୍ରାପଡ଼ା ଟାଉନ ହଲରେ ପାଳିତ  

ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର ) କେନ୍ଦ୍ରାପଡ଼ା :- ଆଜି 6:12:2020ତାରିଖ ରବିବାର ଡ଼ଃ ବି ଆର ଆମ୍ବେଦକରଙ୍କ 64ତ୍ତମ ମହା ପରିନିବାଣ ଦିବସ ଆମ୍ବେଦକର ପୌରପାଳିକା ସଫେଇ କର୍ମଚାରୀ ସଭାପତି ନଗେନ ଜେନା ଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଟାଉନ ହଲରେ ପାଳିତ ହୋଇଥିଲା, କେନ୍ଦ୍ରାପଡ଼ା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା iAS ଅକ୍ଷୟ ଅଗ୍ରୱାଲ କେନ୍ଦ୍ରାପଡ଼ା Town ଥାନା iic ଜ୍ୟୋତି ରଞ୍ଜନ ସାମନ୍ତରାୟ କେନ୍ଦ୍ରାପଡ଼ା Sadar ଥାନା iic ପ୍ରମୋଦ ମଲ୍ଲିକ,

ସହକର୍ମୀ ପ୍ରଭାକର ନାୟକ ଅମର ବିଶ୍ୱାଳ ସୁରେଶ ମଲ୍ଲିକ ଯୋଗଦେଇ ଆମ୍ବେଦକରଙ୍କ ଫଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ସଫେଇ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ଭୂମିହୀନ ମାନଙ୍କୁ ପଟ୍ଟା ବିଭିନ୍ନ ସମସ୍ୟାର 10 ଦଫା ଦାବି ସଙ୍ଘ ତରଫରୁ ବିଧାୟକ ଙ୍କୁ ଦିଆଯାଇଥିଲା,    (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)  

Exit mobile version