ଏହେଉଛନ୍ତି, ଜଣେ ଅସହାୟ ସହିତ କୁଷ୍ଠ ରୋଗରେ ପୀଡିତ ହୋଇ ଜୀବନ ବଞ୍ଚାଇବା ଲାଗି ବାରଦୁଆର ବୁଲି ଭିକ୍ଷା କରି ପେଟ ପୋସୁଛନ୍ତି,

ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର ) କେନ୍ଦ୍ରାପଡ଼ା :- ଏହିପରି ଘଟଣା ଟି ହେଉଛି, ଖୋଦ ରାଜନଗର ବିଧାୟକ ଙ୍କ ପଡୋଶୀ ଗ୍ରାମ ବନ୍ଧପାଟଣା ଯାହାକି ଅନ୍ୟ ପଟେ ଯଦି ଆପଣ ଦେଖିବାକୁ ଗଲେ ବର୍ତମାନ ର 30ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀ ରବୀନ୍ଦ୍ର ନାଥ ସେଠୀ ଙ୍କର ନିଜ ଜାତି ସମ୍ପ୍ରଦାୟ ସାଙ୍ଗକୁ ତାଙ୍କ ଗ୍ରାମର ଲୋକ ରେଭିନ୍ୟୟୁ ଭିଲେଜ ର ଦରିଦ୍ରତା ସୀମାରେଖା ତଳେ ପୁଣି ଗରିବ ଭୂମିହୀନ ଏବଂ ଅନୁସୂଚିତ ଜାତିର ହୋଇଥିଲେ,

ମଧ୍ୟ ଅନେକ ଵାର କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ସମେତ ରାଜନଗର ବିଡ଼ିଓ ମନ୍ଦର ଧର ମହାଳିକ ଙ୍କୁ ଲିଖିତ ଆକାରରେ ଅଭିଯୋଗ ଓ ସିଧା ସଳଖ ଭାବେ ସାକ୍ଷାତ କରି ସରକାରୀ ବାସ ଗୃହ ଖଣ୍ଡେ ପାଇଁ କାହଁ ଯେ କେତେ ନେହୁରା ହେବା ସହିତ ରାଜନଗର ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ଗଣମାଧ୍ୟମ ସିରୋନାମାରେ ତାଙ୍କର ଗରିବ ଅଭାବ ପଣିଆ କୁ ସ୍ଥାନ ଦେଇଥିଲେ, ବି କିଛି ଫରକ ପଡୁନାହିଁ, ଏହାର ପଛରେ କଣ ମନ୍ଦ ଉଦ୍ୟେଶ ଅଛି, ବାସ୍ତବ ରେ ତାହା ଜଣା ପଡୁନାହିଁ, ତେବେ ପ୍ରଶ୍ନ ଆସେ ସତରେ ଏହି ସରକାର ଙ୍କ ଯୋଜନା ପ୍ରକୃତ ରେ କଣ ଯିଏ ମାଲ ଦେବ ସେହି ହିତାଧିକାରୀ ଭାବେ ପରିଗଣିତ ହେବ ଅସଲ ରେ ଆମ ର ଖବର ପ୍ରସାରଣ ର ପ୍ରକୃତ ଲକ୍ଷ୍ୟ ଜଣେ ସରକାରୀ ଯୋଜନା ଗରିବ ଲୋକଟି ଦିଆ ଯାଉ ଅନ୍ୟଥା କିଛି ଭଲ କାର୍ଯ୍ୟ ହେଉନାହିଁ, (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)  

Exit mobile version