ପଟ୍ଟାମୁଣ୍ଡାଇ ର ବକ୍ତାର ପୁର ଛକ ନିକଟରେ କର ଦୃଘଟଣା ଘଟିଯାଇଛି

ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ପଟ୍ଟାମୁଣ୍ଡାଇ :- କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ବଜ଼ାର ନିକଟସ୍ଥ ବକ୍ତାର ପୁର ଛକ ନିକଟରେ ରାଜନଗର ଓ ପଟ୍ଟାମୁଣ୍ଡାଇ ର ବାଇପାସ ରୋଡ଼ ରେ ଆଜି ଦିନ 1ଘଟିକା ଭିତରେ ଇଲେକ୍ଟ୍ରି ପୋଲ ରେ ପିଟି ହୋଇ ସେହି କାର ଟି ନମ୍ବର ODO2BL1298,

ଦୃଘଟଣା ଘଟାଇଛି, ଅନ୍ୟ ପଟେ ଦେଖିବାକୁ ଗଲେ କାର ଚାଳକ ବା ଡ୍ରାଇଭର ସୋଭାଗ୍ୟ ବଶତଃ ସେ ବଞ୍ଚି ଯାଇଛନ୍ତି (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)  

Exit mobile version