କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ହେଡକ୍ୱାଟର ଠାରେ ; ଅଖିଳ ଭାରତୀ ଶାନ୍ତି ଶୃଙ୍ଖଳା ସହିତ ଭିକ୍ଷେପ କରିଥିଲେ 

ଓଡ଼ିଶା ତାଜା ନ୍ୟୁଜ (୪ ଡିସେମ୍ବର,ଶୁକ୍ରବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ହେଡକ୍ୱାଟର ଠାରେ ଆଜି ଅଖିଳ ଭାରତୀ ଵିଧ୍ୟାର୍ଥୀ ପରିଷଦ ଓ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନେ ମିଳିମିଶି ନୟାଗଡ଼ ରେ ପରି ହତ୍ୟା ଘଟଣା ର ମାଷ୍ଟର ମାଇଣ୍ଡି ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାଜନଗର କଲେଜ

ୟୁନିଟ ସଭାପତି ଦୀପ୍ତି ରଞ୍ଜନ ସାହୁ, କଲେଜ ୟୁନିଟ ସମ୍ପାଦକ ପରେମେଶ୍ଵର ଦାସ, ବିଶ୍ୱଜିତ ବାରିକ, ଲିପି ଲତା ଦାସ, ଦୀପ୍ତି ପ୍ରିୟା ସ୍ୱାଇଁ, ବିଶ୍ୱଜିତ ବଳ, ଦୀପାଳି ମହାନ୍ତି, ଲିଙ୍କନ ସେଠୀ, ପ୍ରମୁଖ ଶାନ୍ତି ଶୃଙ୍ଖଳା ସହିତ ଭିକ୍ଷେପ କରିଥିଲେ,(କେନ୍ଦ୍ରାପଡ଼ା ପ୍ରତିନିଧି /ଅନିରୁଦ୍ଧ ସେଠୀ)

Exit mobile version