ଓଡ଼ିଶା ତାଜା ନ୍ୟୁଜ୍ (୧ଡିସେମ୍ବର ମଙ୍ଗଳବାର ) ରାୟଗଡ,ଗଜପତି :- ରାୟଗଡବ୍ଲକ ସଦରମହକୁମା ମଧ୍ୟରେ ରେ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନା ରାୟଗଡ କୁମ୍ଭାରସାହି,i ଉପରମୁଣ୍ଡରେ,ଦ୍ୱିତୀୟରେ ହେଣ୍ଡିଆସାହି ନିକଟ ବସଷ୍ଟାଣ୍ଡ ଠାରେ ନିର୍ମିତ ଲୁହାଷ୍ଟାଣ୍ଡ, ପ୍ଲାଷ୍ଟିକପାଣି ଟେଙ୍କସହ ସୌରଚଳିତ ପ୍ଲେଟ ଛଡା 2012ମସିହାରେ ଖନନ ହୋଇଥିବା ପୁରୁଣା ନଳକୂପରୁ, ପାଇପ ଲଗାଇ ପାଣି ଉଠେଇନେଇଥିବା ଦେଖିବାକୁ ମିଳିଛି !ଏ ହି ପାନୀୟ ଜଳ ଯୋଗାଣ ଅଟକଳ ମୂଲ୍ୟ ଚାରିଲକ୍ଷ ଟଙ୍କା ବିନିଯୋଗ ରେ ତିଆରି ହୋଇଥିବା ବେଳେ ବର୍ତ୍ତମାନ ଅଚଳ ହୋଇରହି ଅଛି l
