ରାୟଗଡଥାନା ପକ୍ଷରୁ ବାଲିଗାଡିଜବତ ଡ୍ରାଇଭର କୋର୍ଟଚାଲାଣ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ନଭେମ୍ବର ସୋମବାର )ରାୟଗଡ ଗଜପତି  : – ରାୟଗଡପୋଲିସ ଫାଣ୍ଡି ପକ୍ଷରୁ ଅତର୍କିତ ଭାବରେ ଜିରାଙ୍ଗ ନିକଟରେ ଗୋଟିଏ ବାଲି ଗାଡିକୁ ଚଢ଼ାଉ କରି ଜବତ କରାଯାଇଛି

ଗାଡି ଜବତ ବେଳେ ବାଲି ବାବଦକୁ କୌଣସି କାଗଜ ପତ୍ର ଦେଖେଇ ପାରିନଥିବ ଏବଂ ଗାଡିର କାଗଜ ପତ୍ର ଠିକ ନଥିବାହେତୁ ସୁନାକର ବଡମୁଣ୍ଡି ଡମ୍ବାଳ ପଂଚାୟତ ଓଡି 20A-9755 ଥାନା କେଶ ନୋ 87/20,

ଧାରା u/s. 379/34 IPC/RW sec 12 ଚୋରା ବାଲି ଚଲାନ ଧାରା ଅନୁଯାୟୀ ଗାଡିଜବତ ସହ ଡ୍ରାଇଭରଙ୍କୁ ଗିରଫ କରି ପାରଳାଖେମୁଣ୍ଡି କୋର୍ଟ କୁ ଚଲାନ କରାଯାଇଥିବା ଜଣାପଡିଛି ରାୟଗଡ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ଙ୍କ ଠାରୁ ଜଣାପଡିଛି (ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି)

Exit mobile version