Home ଓଡ଼ିଶା ବାଳ ମୁକୁନ୍ଦ କେନ୍ଦ୍ର ଏବଂ ରଧାଗୋବିନ୍ଦ ଧାମ ଠାରେ ଶ୍ରୀ କୃପାଳୁ ମୋହା ପରାୟଣ ଦିବସ ପାଳିତ – ପାରଳାଖେମୁଣ୍ଡି by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର /ରବିବାର) ପାରଳାଖେମୁଣ୍ଡି :- କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଜଗତଗୁରୁତ୍ତମ ଶ୍ରୀକୃପାଳୁ ଜୀ ମହାରାଜଙ୍କ ସପ୍ତମ ବାର୍ଷିକ ମହାପାରାୟଣ ଦିବସ , ଯିଏ ମାନବ ଜାତିକୁ ଇଶ୍ଵରୀୟ ଜ୍ଞାନର ବିଶୁଦ୍ଧ ରଶ୍ମୀରେ ଉଦଭାସିତ କରୁଛନ୍ତି l ଏହି ଅବସରରେ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁମାନେ ସକାଳୁ ପରିଚ୍ଛା ମଠ ବିଜେ ଶ୍ରୀରାସିକରାଜ ମହାପ୍ରଭୁ ଙ୍କ ବେଢ଼ା ପରିକ୍ରମା ରେ କୃପାଳୁ ମହାରାଜଙ୍କ ଫୋଟଚିତ୍ର ଏବଂ ମହାମନ୍ତ୍ର କୀର୍ତ୍ତନ ସହ କରାଯାଇଥିଲା l ଶେଷରେ ଶିଶୁମାନଙ୍କୁ ଖାତା କଲମ ସହ ପ୍ରସାଦ ବଣ୍ଟନ କରାଯାଇଥିଲା । ପରେ ରାଧାଗୋବିନ୍ଦ ଧାମ ଠାରେ ବ୍ରାହ୍ମଣ ସେବା ସହିତ ଯଥାରୀତିରେ ମହାପରାୟଣ ଦିବସ ପାଳନ କରାଯାଇଥିଲା (ଗରୁଡ଼ ଧ୍ୱଜ ଚୌଧୁରୀ) Categories: ଓଡ଼ିଶା, ଗଜପତି, ହୋମ୍ Related Content ତିନି ଦଫା ଦାବିକୁ ନେଇ ମାନ୍ୟବର ରାଜ୍ୟପାଳଙ୍କୁ ଭେଟିଲେ ସାମାଜିକ କର୍ମୀ by Proprietor Abhimanyu Maharana July 12, 2026 ଦାସିଆ ଅଜାଙ୍କ ୧୧୯ ତମ ଜୟନ୍ତୀ ପାଳନ କଲା ପୂଜ୍ୟପୂଜା କମିଟି, ନୟାଗଡ଼ by Proprietor Abhimanyu Maharana July 12, 2026 ମୋତିଆ ବିନ୍ଦୁ ଚିହ୍ନଟ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana July 12, 2026 ସ୍ୱାସ୍ଥ୍ୟ ବିଭାଗର ପଦୋନ୍ନତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଅବିଭକ୍ତ ସାଧାରଣ ବର୍ଗ by Proprietor Abhimanyu Maharana July 11, 2026 ସି ଆର ପି ଏଫ ଜବାନ୍ ଙ୍କ ଆତ୍ମହତ୍ୟା ଘଟଣା ରେ ସ୍ତ୍ରୀ ଗିରଫ : ଖୋଳତାଡ଼ ଆରମ୍ଭ by Proprietor Abhimanyu Maharana July 11, 2026 ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଦୂର ପାଇଁ ବୈଠକ by Proprietor Abhimanyu Maharana July 11, 2026