3 ଟା ପର୍ଯ୍ୟନ୍ତ ବିଧାନସଭା ଗୃହ ମୁଲତବି

ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର /ରବିବାର) ଭୁବନେଶ୍ୱର :- 3 ଟା ପର୍ଯ୍ୟନ୍ତ ବିଧାନସଭା ଗୃହ ମୁଲତବ ବିରୋଧୀ ଦଳ ଙ୍କ ପ୍ରବଳ ହଙ୍ଗାମା ମଧ୍ୟ ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପତ୍ର ଗୃହ କୁ 3 ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି । ବାଚସ୍ପତି ଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ।

 

ସୂଚନାଯୋଗ୍ୟ ଶନିବାର ଅପରାହ୍ଣର ଅଧିବେଶନରେ ପୋଡ଼ିୟମ ଉପରକୁ ଚଢ଼ି ମାଇକ୍ ଓ କାଚ ଭାଙ୍ଗିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ବ୍ୟାନର ସହ ଗୃହ ରେ ନାରାବାଜି କଲେ ବିଜେପି ସଦସ୍ୟ(ରିପୋର୍ଟ/ସୋନାଲି ମହାରଣା )

Exit mobile version