ମନ୍ଦାର ମା ଭରାଣ୍ଡି ନୋଡ଼ାଲ ହାଇସ୍କୁଲର ବାର୍ଷିକ ଉତ୍ସବ – ପୋଲସରା ଶ୍ରୀକାନ୍ତ ସାହୁ

ଗଞ୍ଜାମ ଜିଲ୍ଲା (ଓଡିଶା ତାଜା ନିଉଜ୍) ବୁଗୁଡା ବ୍ଲକ ତା – ତା-୧୮/୦୧/୨୦୨୦ :-  ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ମା ଭରାଣ୍ଡି ନୋଡ଼ାଲ ହାଇସ୍କୁଲ ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜୋତା ଓ ପୋଷାକ ବିତରଣ କରିଛନ୍ତି ।

ପୋଲସରା ABEO,ଜିଲ୍ଲା ପରିଷଦ, ସରପଞ୍ଚ ସମିତିସଭ୍ୟ,ସ୍କୁଲ କମିଟି ବୃନ୍ଦ,ଶିକ୍ଷକ ଶିକ୍ଷୟିତ୍ରୀ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ରିପୋର୍ଟର – ସୁକାନ୍ତ କୁମାର ବେହେରା

Exit mobile version