ରଣପୁର ବିଜୁ ଜନତା ଦଳ ତରଫରୁ : ଗୋପାଳପୁର ଜୋନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ିଶା ତାଜା ନ୍ୟୁଜ (୨୭ ନଭେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ରଣପୁର ବିଜୁ ଜନତା ଦଳ ତରଫରୁ ଗୋପାଳପୁର ଜୋନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହେଲା

୧. ସତ୍ୟନାରାୟଣ ପ୍ରଧାନ (ବାଦଲ ଭାଇ) ୨. ସୁଧାଂଶୁ ଶେଖର ପ୍ରଧାନ ୩. ସରପଞ୍ଚ ଗୋପାଳପୁର ୪. ଚନ୍ଦ୍ରକାନ୍ତ ସାହୁ ୫. ଅକ୍ଷୟ କୁମାର ପ୍ରଧାନ ୬. କମଳେଶ ବରାଡ ୭. ସଂଗ୍ରାମ କେଶରୀ ମାର୍ଥା ୮. କୃଷ୍ଣ ଗୋପାଳ ବାଚସ୍ପତି ୯. ସନ୍ତୋଷ କୁମାର ସ୍ବାଇଁ ୧୦. ପାଣ୍ଡବ ସେଠି ୧୧. ରଞ୍ଜନ ଦାସ । ଗୋପାଳପୁର ହାଇସ୍କୁଲ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।              (ରିପୋର୍ଟ/ସୋନାଲି ମହାରଣା)

Exit mobile version