- ରାଜ୍ୟରେ ମୋ ସରକାରର ଡିମ୍ ଡିମ ପିଟୁଥିବା ପୋଲିସ ହତ୍ୟାକାରିକକୁ ନ ଧରିବାର କାରଣ କଣ..?
- ପୋଲିସ କଣପାଇଁ ସାଇଲେଣ୍ଟ ,ଏହାକୁ ନେଇ ରାଜନୀତିକରଣ କରାଯାଇ ନାହିଁତ..?
- ସ୍ପଷ୍ଟ ଭାବେ ଏଥିରୁ ରାଜନୀତିର ଗନ୍ଧ ବାରି ହୋଇ ପଡୁଛି..?
- କାରଣ କଣ ଥିଲା ଏକ ଛୋଟ ନିଷ୍ପାପ ଶିଶୁଟିକୁ ହତ୍ୟା କରିବାର..?
- ପୋଲିସ କାହିଁକି ନିଷ୍କ୍ରିୟ ଅବା ସ୍ଥାଣୁ ପାଲଟିଗଲା, ପୋଲିସର ହାତକୁ କିଏ ବାନ୍ଧିଦେଲା ?
- ନା ପୋଲିସ ଜାଣିଶୁଣି ଚାପିଗଲା ?
- ଜଣେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ସାରିଲା ପରେ ସିଏ ଫେରାର ହୋଇଯିବା କଥା ମାତ୍ର ସିଏ କେମିତି ଖୁଲମଖୁଲା ବିଚରଣ କରିପାରୁଛି ..?
