ସାମ୍ବାଦିକଙ୍କ ମାତୃ ବିୟୋଗ

ଓଡ଼ିଶା ତାଜାନ୍ୟୁଜ୍ (୨୪ ନଭେମ୍ବର ମଙ୍ଗଳବାର ) କଟକ /ମାହାଙ୍ଗା  :- ଯାଜପୁର ଜିଲ୍ଲା ବଡ଼ଚଣା ଅଂଚଳରର ବରିଷ୍ଠ ସାମ୍ବାଦିକ ଭକ୍ତ ଚରଣ ସାହୁ ଓ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଂଚଳର ସାମ୍ବାଦିକ ଦୀପକ ସାହୁଙ୍କ ମାତା ତଥା ପଣସପୁର ଗ୍ରାମର ବୟୋଜ୍ୟୋଷ୍ଠ ଆଧ୍ୟାତ୍ମିକ ପ୍ରେମୀ ମହିଳା ମୋତି ସାହୁଙ୍କ 87 ବର୍ଷ ବୟସରେ ମଙ୍ଗଳ ବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି, ସେ ଜୀବନ ବ୍ୟାପି ଠାକୁରଙ୍କ ସେବାରେ ନିଜକୁ ସମର୍ପଣ କରି ଆଧ୍ୟାତ୍ମିକ କାର୍ଯ୍ୟ କରିଥିଲେ, ଗ୍ରାମ ସ୍ମଶାନ ରେ ଶେଷ କୃତ୍ୟ ସମ୍ପନ କରାଯାଇଥିବା ବେଳେ ସାନପୁଅ ଦୀପକ ମୁଖାଗ୍ନି ଦେଇଥିଲେ, ମଧ୍ୟମ ପୁତ୍ର ପ୍ରମୋଦ, ରଜତ, ପୁତ୍ର ବଧୂ ,

ନାତି ନାତୁଣୀ ମୃତ୍ୟୁ ସମୟରେ ଉପସ୍ଥିତ ରହିଥିଲେ, ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇବା ସହ , ପଂଚାୟତରାଜ ମନ୍ତ୍ରୀ ପ୍ରତାପଜେନା,ବଡ଼ଚଣା ବିଧାୟକ ଅମର ଶତପଥି ,ପୂର୍ବତନ ବିଧାୟକ ବିକ୍ରମକେଶରୀ ବର୍ମା, ମାହାଙ୍ଗା ବ୍ଲକ ଅଧକ୍ଷ ଶରତ ନାୟକ,ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଉପସଭାପତି ସଦାଶିବ ଦାଶ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଉପସଭାପତି ଦେବାଶିଷ ଜେନା ସମିତି ସଭ୍ୟ ପ୍ରଶାନ୍ତ ରାଉତ ରାୟ, , ଜିଲ୍ଲପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ମାହାଙ୍ଗା ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ଲଷ୍ମୀଧର ଖୁଣ୍ଟିଆ, ବରିଷ୍ଠ ସାମ୍ବାଦିକ ସୀତାନାଥ ସିଂହ, ମନୋଜ ଆଚାର୍ଯ୍ୟ,

ଉମାକାନ୍ତ ଜେନା,ରଶ୍ମିରଂଜନ ମହାନ୍ତି, ନାରାୟଣ ଓଝା, ପିକେ ବାରିକ, ଚିତ୍ତରଞ୍ଜନ ନାୟକ, ଅଶୋକ ଦାଶ, ତାପସ ବିଶ୍ୱାଳ, ଅମୀୟ ନାୟକ, ରମେଶ ସାହୁ, ପ୍ରକଶ ନାୟକ,, ବିକ୍ରମ ନାୟକ,ଅନିରୁଦ୍ଧ ପାଣି, ସତ୍ୟବ୍ରତ ବାରିକ ହିତେଶ ରାଉତ, ପ୍ରେମାନନ୍ଦ ପରିଡା, ସମାଜ ସେବି ଉପେନ୍ଦ୍ର ନାଥ ରଣା, ସାମ୍ବାଦିକ ବସନ୍ତ ସାମଲ,ଅସିତ ସାମଲ ସୌମ୍ୟ ଓଝା ପ୍ରମୁଖ ତାଙ୍କ ବିଯୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି,  (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ)

Exit mobile version