
ରଣପୁର ବ୍ଲକ କାଣ୍ଡପଡା ପଞ୍ଚାୟତ ର ସୁକଳ ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ଗାଁ କଲ୍ୟାଣ ସମିତି ତରଫରୁ ; କରୋନା ସଚେତନ


ଆବଶ୍ୟକ ପଡିଲେ ଆପଣମାନେ ବାହାରକୁ ଯାଆନ୍ତୁ । ସାଙ୍ଗରେ ମାସ୍କ ସାବୁନ୍ ନିଅନ୍ତୁ ହାତ ଧୁଅନ୍ତୁ। ଏବଂ ଗାଁ ର ସମସ୍ତ ଯାଗାରେ ସାନିଟାଇଜର କରାଯାଇଛି । କରୋନା ବାର୍ତ୍ତା ଆମର ୩ଟା ଜାଗାରେ ଲେଖାଯାଇଅଛି । ଏବଂ ଲୋକମାନଙ୍କୁ ସଚେତନତା କରୋଉଛୁ । ସବୁ ଗ୍ରାମ ରେ ଆମର ରାଲି ହେବ । ସମସ୍ତଙ୍କୁ ସଚେତନ ମଧ୍ୟ କରେଇବୁ । ହାତରେ ସାବୁନ୍ ବ୍ୟବହାର କରନ୍ତୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ।
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ଫତେଗଡ଼ ଥାନାରେ ଆମ ପୋଲିସ ସମିତି ବୈଠକ
by
Proprietor Abhimanyu Maharana
July 2, 2026
ନିଆଳୀରେ ଜାତୀୟ ଚିକିତ୍ସକ ଦିବସ ପାଳନ
by
Proprietor Abhimanyu Maharana
July 2, 2026
ଲୋକସେବା ଭବନରେ ରାଜ୍ୟ କ୍ୟବିନେଟ ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିବୃତ୍ତି
by
Proprietor Abhimanyu Maharana
July 1, 2026
ଓଡ଼ିଶା ବିଧାନ ସଭାରେ କଫିଟେବୁଲ ବୁକ୍ ଉନ୍ମୋଚିତ ଏବଂ ଫିଜିଓଥେରାପି ସେଣ୍ଟର ଉଦ୍ଘାଟିତ
by
Proprietor Abhimanyu Maharana
July 1, 2026
ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ
by
Proprietor Abhimanyu Maharana
July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ
by
Proprietor Abhimanyu Maharana
July 1, 2026