Home ଓଡ଼ିଶା ରଘୁନାଥପୁରରେ ସମ୍ଭବ ହେଲଥ କେଆର ଉଦଘାଟନ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) ଜଗତସିଂହପୁର : – ଜଗତସିଂହପୁର କଟକ ପାରାଦ୍ୱୀପ ରାସ୍ତାରେ ପ୍ରତିଦିନ ଦୃଘଟନା ଘଟିଲେ କିମ୍ବା ଏହି ରାସ୍ତା ପାର୍ଶ୍ଵ ଗ୍ରାମାଞ୍ଚଳ ଲୋକମାନଙ୍କ ତତ୍କାଳୀନ ଚିକିତ୍ସା ପାଇଁ ସରକାରୀ ଡାକ୍ତର ଖାନାରୁ ବଂଚିତହେଲେ ଲୋକମାନେ ତତ୍କାଳୀନ ଚିକିତ୍ସା ପାଇଁ କଟକର ବିଭିନ୍ନ ଘରୋଇ ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଥିଲେ । ସେସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାଶୀନାଥ ବାରିକଙ୍କ ଝିଅ ଲୋକବନ୍ଦ୍ୟ। ବାରିକ ରଘୁନାଥପୁର ବଜାର ନିକଟ ସୁଧାଭୁମି ଠାରେ ସମ୍ଭବ ହେଲଥ କେଆର ପ୍ରତିଠା କରିଛନ୍ତି । ଏଠାରେ ହନୁମାନ ଚାଲିଶା କରାଯାଇ ପୂଜାପାଠ ହେଲାପରେ ମେଡ଼ିସିନ ବିଭାଗ ଡକ୍ଟର ପ୍ରଦୀପ କିଶୋର ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଆବସରପ୍ରାପ୍ତ ଶିକ୍ଷ୍ୟକ ବାବାଜୀ ସାହୂ , ଶିକ୍ଷ୍ୟକ ଜୟପ୍ରକାଶ ପଣ୍ଡା, ଭଗବାନ ଜେନା ଅକ୍ଷୟ କୁମାର ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ।ଶ୍ରୀମତୀ ବାରିକ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ (ଜଗତସିଂହପୁର /ଭାସ୍କର ପଟ୍ଟନାୟକ) Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026