ପରମ୍ପରା ବଜାୟ ରଖିଲେ ମନ୍ତ୍ରୀ ଅରୁଣ ; ଭରଚୁଆଲ ସଭା ମାଧ୍ୟମରେ ଗୋଟିଏ ଦିନ ହେବ ବୋଇତବନ୍ଦାଣ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ନୟାଗଡ ପରମ୍ପରା ବଜାୟ ରଖିଲେ ମନ୍ତ୍ରୀ ଅରୁଣ, କୋଭିଡ ଆଇନ ଅନୁଯାୟୀ ଡିଜିଟାଲ ପ୍ଲାଟଫର୍ମରେ ଭରଚୁଆଲ ମିଟିଂ ମାଧ୍ୟମରେ ଏବର୍ଷ ଗୋଟିଏ ଦିନ ବୋଇତବନ୍ଦାଣ ଉତ୍ସବ ହେବାନେଇ ଭରଚୁଆଲ ପ୍ରସ୍ତୁତି ବୈଠକରେ ଘୋଷଣା କଲେଯାହାକୁ ନେଇ

ରାଜ୍ୟ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ଯାହାକୁ ନେଇ ସାଧାରଣରେ ମନ୍ତ୍ରୀ ଡ଼. ସାହୁଙ୍କ ପ୍ରତି ସାଧାରଣରେ ପ୍ରଂଶସା ପ୍ରକାଶ ପାଇଛି (ନୟାଗଡ ଜିଲ୍ଲା ରିପୋର୍ଟ-ରାମକୃଷ୍ଣ ରଥ)

Exit mobile version