ନଭେମ୍ଵର ୨୦ ରୁ ଆରମ୍ଭ ଶୀତ କାଳୀନ ଅଧିବେଶନ

 

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ଭୁବନେଶ୍ୱର :- ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ତା ପୁର୍ବରୁ ଆଜି ସର୍ବଦଳୀୟ ବୈଠକ ବସିବ । ଆଜି ୧୧ ଟାରେ ବସିବ ସର୍ବଦଳୀୟ ବୈଠକ ।

କୋଭିଡି କଟକଣା ଭିତରେ ଚାଲିବ ଶୀତ ଅଧିବେଶନ କିଭଳି ସୁରୁଖୁରୁ ରେ ଗୃହ କାର୍ଯ୍ୟ ସମ୍ପାଦନ କରିବା ପାଈଁ ସବୁ ଦଳ ର ସହଯୋଗ ଲୋଡିବେ ବାଚସ୍ପତି ।

Exit mobile version