ନିଆରା ଜନ୍ମଦିନ ପାଳନ : ଜନ୍ମଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ନଭେମ୍ବର ସୋମବାର ) ଓଡ଼ଗାଁ :- ବୃକ୍ଷ ହିଁ ଜୀବନ ।ସାଂପ୍ରତିକ ପରିସ୍ଥିତିରେ ଗଛର ମୂଲ୍ୟକୁ ଅନୁଭବ କରି ସ୍ଥାନୀୟ ରୋହିବାଙ୍କ ଗ୍ରାମର ଯୁବକ ପ୍ରସନ୍ନ କୁମାର ସେଠୀ ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ କରିଛନ୍ତି ।

ନିଜର ଜନ୍ମ ଦିନରେ ସ୍ଥାନୀୟ ସତସଙ୍ଗ କେନ୍ଦ୍ରରେ ବୃକ୍ଷରୋପଣ କରିବା ସହ ସାରା ଜୀବନ ତାହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ ବୋଲି ଦୃଢ଼ ସଂକଳ୍ପ କରିଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version