ଓଡ଼ିଶା ତାଜା ନ୍ୟୁଜ (୧୪ ନଭେମ୍ବର ଶନିବାର ) ଚାନ୍ଦପୁର : – ରଣପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା କାହ୍ନୁ କୁ ଚାନ୍ଦପୁର ପୋଲିସ ଗିରଫ କରିବା ପରେ। କାହ୍ନୁ ହଡ଼ପ କରି ଥିବା ଲକ୍ଷାଧିକ ସମ୍ପତି କୁ ଖୋଳ ତାଡ୍ କରି ଆଜି ତା ନିଜସ୍ୱ ବୋଲାଉଥିବା ଦୁଇଟି ଗାଡି ଜବତ ହୋଈଛି । ସୁଚନାନୁସାରେ କାହ୍ନୁ ର ନାମୀ ଦାମୀ ଗାଡ଼ି ଆଜି ଚାନ୍ଦପୁର ପୋଲିସ ଜବତ କରିଛି ।
