ହୋଲି ହେଉ କିଦିପାବଳୀ କି ହେଉ ଆମର ନୂଆଁଖାଇ ତିହାର ଯାହାର ନାଇଁନ କିହେ ତାର ସାଙ୍ଗେ ସବୁବେଲେଁ ଥିସି ଆମର ନିଷ୍ଠା ପରିବାର

ଓଡ଼ିଶା ତାଜା ନ୍ୟୁଜ (୧୪ ନଭେମ୍ବର ଶନିବାର) କଳାହାଣ୍ଡି  : – ଗାଇସିମା ଗ୍ରାମ ରେ ଦିର୍ଘ ଦିନ ହେଲା ନିଜ ସ୍ତ୍ରୀଙ୍କ ସହ ରହି ଆସୁଥିଲେ  ମୁରଲିସିଦାର ଲୋକେ ତାଙ୍କୁ ରାଇଗଡିଆ ବୋଲି ଡାକନ୍ତି ତାଙ୍କ ଆଉ କେହି ନାହାନ୍ତିଦିର୍ଘ ଦିନ ଧରି ସେ ଅସୁସ୍ଥ ଥିବାରୁ ବରଗଡ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେଆଜି ସକାଳୁ ଡାକ୍ତର ତାଙ୍କୁ ମୃତଘୋଷଣା କଲେଗାଇସିମା ଗ୍ରାମ ଯୁବ ଗୋଷ୍ଠୀଙ୍କ ଠାରୁ ଖବର ପାଇ ସାହାଯ୍ଯ ହାତ ବଢାଇଥିଲା  ନିଷ୍ଠାପରିବାର ଗାଇସିମାଯୁବ ଗୋଷ୍ଠୀ ଏବଂ  ନିଷ୍ଠାପରିବାର ମିଳିତ ଉଦ୍ୟମ ରେ  ଖଣ୍ଡହଥାଶ୍ମଶାନ ଘାଟ ରେ ଶବଦାହ କରାଗଲା

ଏହି ଶବଦାହ ରେ ନିଷ୍ଠାର ସଭାପତି ରକ୍ଷପାଲ ସାହୁ,ମଦନମୋହନ ଦାଶ, ସରୋଜ ସାହୁ, ଜୟନ୍ତ ପଧାନ, ବିଦ୍ୟାଧର ଭୋଇ ଏବଂ ଗାଇସିମା ଗ୍ରାମ ଧିରେନ ମହାପାତ୍ର, ଡାକ୍ତର ମହାପାତ୍ର, ସଦା ମହାପାତ୍ର, କୃଷ୍ଣ ସାହୁ,କ୍ଷିରୋଦ୍ର ମହାପାତ୍ର, କୃଷ୍ଣ ମହାପାତ୍ର  ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଉତ୍ତମ ସେବାପ୍ରଦାନ କରିବା ସହପ୍ରତିଟି ମୁହୂର୍ତ୍ତରେ ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ  ନିଷ୍ଠା ପରିବାର । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version