ସ୍କୁଟିକୁ ପିଟିଲା ଟ୍ରକ୍‌ : ମା’-ପୁଅ ମୃତ, ବର୍ତ୍ତିଗଲେ ପୁତୁରା

ଓଡ଼ିଶା ତାଜା ନ୍ୟୁଜ (୧୨ନଭେମ୍ବର ,ଗୁରୁବାର ) ସୋର :- ୧୬ନଂ ଜାତୀୟ ରାଜପଥରେ ଓଳିଆ ପାଟଣା ନିକଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଟିରେ ମା’, ପୁଅ ଓ ପୁତୁରା ସୋରରୁ ବାଲେଶ୍ଵର ଆସୁଥିବା ବେଳେ ଓଳିଆ ପାଟଣା ନିକଟରେ ସ୍କୁଟିକୁ ପଛରୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ମା’-ପୁଅଙ୍କର ମୃତ୍ୟୁ ଘଟିଛି। ସ୍ୱଭାଗ୍ୟ ବଶତଃ ପୁତୁରା ବର୍ତ୍ତିଯାଇଥିବା ଜଣାପଡିଛି ।  (ଦୀପ୍ତିମାନ ପତି /ବାଲେଶ୍ୱର ) 

Exit mobile version