ଉଦୟନାଥ ଫର୍ଣ୍ଣିଚରର ୧୨ତମ ଲକି ଡ୍ର ଉଠାଣ – ପଦ୍ମପୁର  

ଓଡ଼ିଶା ତାଜା ନ୍ୟୁଜ (୧୦ ନଭେମ୍ବର,ମଙ୍ଗଳବାର ) ପଦ୍ମପୁର :-  ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୨ତମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର’ର ବିଜେତା ହେଉଛନ୍ତି ବରଗଡ଼ର ନିହାର ଭୋଇ ।

ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ , ସନ୍ତୋଷ କୁମାର ବାରିକ, ଅମରେଶ ସାହୁ, ଦିନେଶ କୁମାର ଜେନା, ସୁବ୍ରତ କୁମାର ପ୍ରଧାନ, ସନ୍ଦୀପ ବାରିକ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version