ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର ଶନିବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ଖେଳ ପଡ଼ିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନ ଆସନ୍ତା ୨ ତାରିଖରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ ହେବାକୁ ଥିବା ବେଳେ ଶନିବାର ସଂନ୍ଧ୍ଯାରେ ଏକ ଟାଟା ଏସି ଗାଡି ରେ ଉଦଘାଟନ ନିମନ୍ତେ ଆସଵା ପତ୍ର ଆସିଥିଲା ଈଣ୍ଡୋର ଷ୍ଟାଡିୟମ ରେ କାଯ୍ୟ୍ ରତ ସିକ୍ୟୁରିଟି ଗାର୍ଡ ରବିନାରାୟଣ ପାଳ ଗେଟ ଖୋଲିଥିଲେ । ହଠାତ୍ ଗେଟଟି ଢଳି ରଵିଙ୍କ ଅଣ୍ଟା ଉପରେ ପଡ଼ି ଚାପି ହୋଇ ଯାଇଥିଲେ । ରବି କଷ୍ଟ ଅନୁଭବ କରି ଚିତ୍କାର କରିଥିଲେ । ପଡ଼ିଆରେ ଖେଳୁଥିବା ଖେଳାଳି ମାନେ ଚିତ୍କାର ଶୁଣି ରବିଙ୍କୁ ଉଧ୍ୟାର କରି ହିଞିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ରେ ଭତି କରାଇ ଚିକିତ୍ସା କରିଥିଲେ । ଗତ 23 ରିଖ ଶୁକ୍ରବାର ଦିନ କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଆର. ଭିନିଲ କ୍ରୀଷ୍ଣା ହିଞ୍ଜିଳି ଗ୍ରସ୍ତ କରି ନବ ନିର୍ମିତ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନର ସମୀକ୍ଷା ଫେରିଛନ୍ତି ।
ଶୁକ୍ରବାର ପୂର୍ବାହ୍ନରେ କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଆର. ଭିନିଲ କ୍ରୀଷ୍ଣା ଇନଡ଼ୋର ଷ୍ଟାଡ଼ିୟମ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟ ଶୈଳୀ ଓ ବ୍ୟବହାର କରାଯାଇଥିବା ବିଭିନ୍ନ ଉପକରଣର ମାନ ପରୀକ୍ଷା କରିଥିଲେ । ଗତ ୧୪ ଏପ୍ରିଲ ୨୦୧୭ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ହିଞ୍ଜିଳି ଗ୍ରସ୍ତରେ ଆସି କ୍ରୀଡ଼ାର ବିକାଶ ଓ ସ୍ଥାନୀୟ ଅଂଚଳର କ୍ରୀଡ଼ାବିତ୍ଙ୍କୁ ଅଧିକ ସୁଯୋଗ ପ୍ରଦାନ ଲକ୍ଷ୍ୟରେ ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ଖେଳ ପଡ଼ିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନ ନିର୍ମାଣ ସକାଶେ ଭିତପ୍ରସ୍ତର ସ୍ଥାପନ କରିଥିଲେ । ଏହିିମଧ୍ୟରେ ଟିକେ ପଵନ ହେେେେ ଓ ଅଧିକ ପରିମାଣରେ ଵଷଷା ହେଲେ କାନ୍ଥ ଗ୍ରାନାଈଟ ପଡିିିିସହ କାନ୍ଥଥଭୁଷୁଡି ଭାଗିିିି ନଜର଼ହିଛି । ବାରମ୍ବାର ଅଭିଯୋଗ ମଧ୍ୟ ହୋଇଛିି । ଭଭିତିପ୍ରସ୍ଥର ସ୍ଥାପନର ଦୀର୍ଘ ଅଢେଇ ବର୍ଷ ବ୍ୟବଧାନ ପରେ ଉଦଘାଟନ ହେବାକୁ2 ରିିିଧାର୍ଯ୍ୟ ପୂୂର୍ବରୁଅଘଟଣ କ୍ରିଡା ପ୍ରେମିଙ୍କକମଧ୍ୟରେେଭୟର ବାତାବରଣ ସୃଷ୍ଟି ହୋଇଛି । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
