ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ବାଲେଶ୍ଵର :- ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ହଳଦୀ ପଡା ଗ୍ରାମପଞ୍ଚାୟତ ରେ ବିଜୁ ଜନତା ଦଳର ପାର୍ଥି ସ୍ୱରୂପ ଦାସ ଙ୍କୁ ନେଇ ବିଜୁ ଜନତା ଦଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା,
ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ବିଜୁ ଜନତା ଦଳ ର ବରିଷ୍ଠ ଉପସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟସାହାଣି ,ଉପସଭାପତି ଦେବୀ ମିଶ୍ର ଦଳ ର ଆଗ ଧାଡ଼ି ର ନେତୃବୃନ୍ଦ ଯୋଗ ଦେଇ, ପାର୍ଥି ସ୍ୱରୂପ ଦାସ ଙ୍କ ପାଇଁ ମାରାଥନ୍ ନିର୍ବାଚନ ପଚାର ଚାଲିଛି (ଦୀପ୍ତିମାନ ପତି /ବାଲେଶ୍ୱର ) ଓ ବାପି
