ବିଜେଡିର ବିଜୟ ଶଙ୍କର ଦାସଙ୍କ ପାଇଁ ତିର୍ତ୍ତୋଲରେ ଭୋଟ ମାଗିବେ – ଦାମ

ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ତିର୍ତ୍ତୋଲ :- ତିର୍ତ୍ତୋଲରେ ବିଜେଡି ପାଇଁ ଭୋଟ ମାଗିବେ ଦାମୋଦର ରାଉତ, ବିଜୟ ଶଙ୍କର ଦାସଙ୍କ ପାଇଁ କାଲି ତିର୍ତ୍ତୋଲ ଯିବେ ଦାମୋଦର ରାଉତ, ତିର୍ତ୍ତୋଲବାସୀ ବିଜେଡିକୁ ଭୋଟ ଦେବାକୁ କହିବେ ଦାମ, ତିର୍ତ୍ତୋଲରେ ଭଲ ବ୍ୟବଧାନରେ ବିଜେଡି ଜିତିବ ବୋଲି କହିଲେ ବିଜେପିର ଦାମ (ତିର୍ତୋଲ /ଭାସ୍କର ପଟ୍ଟନାୟକ )

Exit mobile version