ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ବରଗଡ଼/ବରପାଲି :- କୋରୋନା ଭାଇରସ ସଂକ୍ରମଣ ବିଶ୍ବ ତଥା ଭାରତ ଓ ଆମ ଓଡ଼ିଶା ରେ କମିବାର ନାଁ ଧରୁ ନଥିବା ବେଳେ ଏଥିପାଇଁ ଆମକୁ ଆହୁରି ସଚେତନ ହେବାକୁ ପଡ଼ିବ । ଆସନ୍ତା ଦିନରେ ଏହାକୁ କିପରି ରୋକାଯାଇ ପାରିବ ସେଥିପ୍ରତି ଆମେ ଯତ୍ନବାନ ହୋଇ ତା\’ର ନୀତି ନିୟମ ପାଳନ କରିବାକୁ ପଡ଼ିବ । ଆଜି ବିଜେପୁର ବିଧାୟିକା ରୀତା ସାହୁ ବରପାଲି ବ୍ଲକ ଅନ୍ତର୍ଗତ ବନ୍ଧପାଲି ଗ୍ରାମ ର ଘର ଘର ବୁଲି ଲୋକଙ୍କୁ କୋରୋନା ସଂକ୍ରମଣ ସଂକ୍ରାନ୍ତ ରେ ସଚେତନ କରାଇବା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଥିଲେ । ତାଙ୍କ ସହ ଯୁବା ବିଜେଡ଼ି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଟୀକାୟତ ମହତ୍ତମ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
ବିଧାୟିକା ରୀତା ସାହୁ ଲୋକଙ୍କୁ କରାଇଲେ ସଚେତନ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା
by
Proprietor Abhimanyu Maharana
July 9, 2026
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026