ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଯାଇଛି ବକ୍ତୃତା ପ୍ରତି ଯୋଗିତରେ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରୀ ଅକ୍ଷଦ୍ୟାଶା ପଣ୍ତା କୃତିତ୍ୱ

ଓଡ଼ିଶା ତାଜା ନ୍ୟୁଜ (30 ଅକ୍ଟୋବର ଶୁକ୍ରବାର)ପାରଳାଖେମୁଣ୍ଡି :-ବ୍ରହ୍ମପୁର ଦୂର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୂର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ ହୋଇଯାଇଛିାଏଥିରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ଦୂର୍ନୀତି ନିବାରଣର ଅଧୀକ୍ଷକ ଅନୀଲ କୁମାର ପାତ୍ର ଯୋଗଦାନ କରିଥିଲୋଅତିରିକ୍ତ ଅଧୀକ୍ଷକ ଶାନ୍ତନୁ କୁମାର ପାଢୀଂକ ପରିଚାଳନାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବକ୍ତ୍ରୁତା ପ୍ରତିଯୋଗିତାରେ ପାରଳାଖେମୁଣ୍ତି କେନ୍ଦ୍ରୀୟ ବିଦ୍ୟାଳୟର ଆଦ୍ୟାଶା ପଣ୍ତା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତିା\”ସତର୍କ ଭାରତ,ସମ୍ରୁଦ୍ଧ ଭାରତ\” ବିଷୟ ଆଧାରିତ ଏହି ବକ୍ତ୍ରୁତା ପ୍ରତିଯୋଗିତାରେ

ଦକ୍ଷିଣ ଓଡିଶାର ଗଜପତି,ଗଂଜାମ,ବ୍ରହ୍ମପୁର, କନ୍ଧମାଳଏବଂ ବଉଦ ଜିଲ୍ଳାର ପ୍ରତିଯୋଗୀ ଭାଗ ନେଇଥିଲୋବିଚାରକ ହିସାବରେ ଡୁରା ମହାବିଦ୍ୟପିାଳୟର ଅଧ୍ୟକ୍ଷ ପିନାକୀ ମହାନ୍ତି,ଛତ୍ରପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁମିତା ମିଶ୍ର,ଗୋପାଳପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଚିତ୍ତରଂଜନ ପଟ୍ଟନାୟକ ଯୋଗଦାନ କରିଥିଲୋବିଜୟୀ ପ୍ରତିଯୋଗୀ ମାନଂକୁ ଅକ୍ଷସନ୍ତା ନଭେମ୍ବର ୨ ତାରିଖ ଦିନ ଦୂର୍ନୀତି ବିଭାଗ କାର‌୍ୟ୍ୟାଳୟଠାରେ ପୁରସ୍କ୍ରୁତ କରାଯିବା ସହ ଆଦ୍ୟାଶାଂକ ଏହି କ୍ରୁତିତ୍ବ ପାଇଁ ଗଜପତି ଜିଲ୍ଳାପାଳ ଅନୁପମ ସାହା ଏବଁ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଏବଁ ସମସ୍ତ ଶିକ୍ଷକ ତଥା ଶିକ୍ଷୟତ୍ରୀ ଶୁଭେଚ୍ଛା ଜଣାଇଛନ୍ତିା ପାରଳାଖେମୁଣ୍ଡି (ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version