ଉତ୍କଳ ବିକାଶ ପରିଷଦ ପକ୍ଷରୁ ଖୋର୍ଦ୍ଧା ସାଂସଦଙ୍କୁ ଭବ୍ୟସମ୍ବର୍ଦ୍ଧନା – କଟକ

ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) କଟକ :କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କଟକ ସଦର ବ୍ଲକ ଉପକଣ୍ଠ ବିରିବାଟୀ ମା’ ତାରିଣୀ ମନ୍ଦିର ନିକଟରେ ଜଗତସିଂହପୁର ଜିଲ୍ଲା ଉପନିର୍ବାଚନ ପାଇଁ ପ୍ରଚାର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଖୋର୍ଦ୍ଧା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କୁ ପରିଷଦର କାର୍ଯ୍ୟକର୍ତା ଵର୍ଗ ପ୍ରକାଶ ମିଶ୍ର, ନିରଂଜନ ରାଉଳ, ସନ୍ତୋଷ ଭୋଇ, ସଂଜୟ ସେଠୀ, ସଂଜୟ ସାହୁ,ଶରତ ଦାଶ, ବିଜୟ ସ୍ୱାଇଁ, ସୁଦର୍ଶନ ଜେନା, ସ୍ମୃତିରଞ୍ଜନ ଦାଶ, ଅଶୋକ କୁମାର ସାହୁ,ଦିଲ୍ଲୀପ ସାହୁ, ସଂଜୟ ସିଂହ, କବିଭୂଷଣ ଆଚାର୍ଯ୍ୟ,

ପ୍ରଣୟ ସ୍ୱାଇଁ, ସୁମନ ଜେନା, ଅମିତ ବେହେରା, ରବିନାରାୟଣ ସାହୁ, ସୁରେଶ ଜେନା, ପ୍ରଶାନ୍ତ ରାଉତ, ସରୋଜ ଜେନା, ପ୍ରଶାନ୍ତ ପରିଡା, ମନୋଜ ଜେନା, ଜଗବନ୍ଧୁ ନାୟକ, ଲଷ୍ମୀଧର ଜେନା, ବିଶ୍ୱରଂଜନ ସେଠୀ, ରବୀନ୍ଦ୍ର ପାତ୍ର, ଗଜେନ୍ଦ୍ର ବେହେରା, ସାମ୍ବାଦିକ ଚକ୍ରବର୍ତ୍ତୀ ଓତ୍ତା, କୃଷକ ନେତା ଦେବୀ ପ୍ରସାଦ ପତି ପ୍ରମୁଖ ଭେଟି ତାଙ୍କ କାର୍ମଧାରର ଉଚ୍ଚ ପ୍ରସଂଶା କରିବାସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ! ଜଗତସିଂହପୁରର ତିର୍ତୋଲ,ବାଲେଶ୍ଵର ଜିଲ୍ଲା ଆଗାମୀ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ବିଜୟୀ ହେବାକୁ ପରିଷଦ ପକ୍ଷରୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଆଶା ବାନ୍ଧିଛନ୍ତି। ଜଗତସିଂହପୁର ଉପନିର୍ବାଚନରେ ବିଜେପି ସପକ୍ଷରେ ପ୍ରଚାର ପ୍ରସାର ଦିଗରେ “ଉତ୍କକ ବିକାଶ ପରିଷଦ” ଶୁଭମଙ୍ଗ ଧରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ! (ରଶ୍ମିତା ମହାପାତ୍ର କଟକ ରିପୋଟର୍)

Exit mobile version