ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ମଙ୍ଗଳବାର )ପଦ୍ମପୁର :- ୧୦ ରିଖ ଦିନ ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଳତାପ ମହମ୍ମଦ ଏକ ସ୍କୁଟିରେ ନିଜ ଗାଁ ଡୁଙ୍ଗୁରୀପାଲି ରୁ ପାଇକମାଲ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ପାଇକମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କଲାପରେ ଛତିଶଗଡ ର ରାୟପୁର ଏକ ଘରୋଇ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ୪ଦିନ ଧରି ରାୟପୁର ରେ ଚିକିତ୍ସାତ ହୋଇ ବ୍ଲକ ଅଧ୍ୟକ୍ଷ ଅଳତାପ ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଡୁଙ୍ଗୁରୀପାଲି ସ୍ଥିତ ନିଜ ବାସଭବନରେ ବିଶ୍ରାମରେ ଅଛନ୍ତି । ଗତକାଲି ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଡୁଙ୍ଗୁରୀପାଲି ଗ୍ରାମକୁ ଯାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଳତାପ ମହମ୍ମଦଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ତାଙ୍କର ଆଶୁ ଆରୋଗ୍ଯ କାମନା କରିଥିଲେ । (ରିପୋର୍ଟ – ନିରୋଜକୁମାର ପାଣୀ )
ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଆଶୁ ଆରୋଗ୍ଯ କାମନା କଲେ ପୂର୍ବତନ ବିଧାୟକ – ପଦ୍ମପୁର

- Categories: Uncategorized, ଓଡ଼ିଶା, ହୋମ୍
Related Content
ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ
by
Proprietor Abhimanyu Maharana
September 18, 2026
ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ
by
Proprietor Abhimanyu Maharana
September 18, 2026
ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି
by
Proprietor Abhimanyu Maharana
September 18, 2026
"ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ
by
Proprietor Abhimanyu Maharana
September 17, 2026
ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ
by
Proprietor Abhimanyu Maharana
September 17, 2026
ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ
by
Proprietor Abhimanyu Maharana
September 17, 2026