ଦଶପଲ୍ଲା ବିଧାୟକ ରମେଶ ବେହେରା ଙ୍କ ଠାରେ କରୋନା ସଂକ୍ରମିତ ବୋଲି ସୂଚନା ମିଳିଛି

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଜନସାଧାରଣଙ୍କ ଦୁଃଖ ସୁଖର ସାଥୀ ବିଧାୟକ ରମେଶ ବେହେରା ଙ୍କ ଠାରେ କରୋନା ପଜିଟିଭ୍ ବାହାରିଛି । ସ୍ବାବ୍ ଟେଷ୍ଟ ପରେ ସେ କରୋନା ସଂକ୍ରମିତ ବୋଲି ସୂଚନା ମିଳିଛି ।

ଏହି ପରିପ୍ରେକ୍ଷୀ ରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସଧାରଣ ସ୍ଥାନୀୟ ବିଧାୟକ ଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଯଥା ଶୀଘ୍ର ସୁସ୍ଥତା ଲାଭ କରିବା ପାଈଁ ପ୍ରଭୁ ଜଗନ୍ନାଥଙ୍କ କୃପା ,ଆଶୀର୍ବାଦ ଭିକ୍ଷା କରିଛନ୍ତି ।

Exit mobile version