ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ଦିଗପହଣ୍ଡି :- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ସକାଳ ୭ ଘଣ୍ଟ ସମୟରେ ଦିଗପହଣ୍ଡି ର ୩ ମୁଖ୍ୟ ପ୍ରଶାସନିକ ଅଧିକାରୀ ତଥା କରୋନା ଙ୍କ ତତ୍ତ୍ୱାବଧାନରେ ଏକ କରୋନା ସଚେତନତା ସାଇକେଲ ରାଲି ର ଆୟୋଜନ କରାଯାଇଥିଲା । ଉକ୍ତ ରାଲି ଦିଗପହଣ୍ଡି ବଜାର ଠାରୁ ବାହାରି ପୁଞ୍ଜିକଇଁଆ ଛକ ବସ୍ଷ୍ଟାଣ୍ଡ ଦେଇ ପୁରା ସହରରେ କରୋନା ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ । କରୋନା କଟକଣା ମାନି ଚଳିବା ,ସ୍ୱଚ୍ଛତା ଓ ପରିମଳ ବିଷୟରେ ଡ଼ାକବଜା ଯନ୍ତ୍ର ମାଧ୍ୟମରେ ପ୍ରଚାର କରିଥିଲେ । ଉକ୍ତ ରାଲି ରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ , ବିଡିଓ ହଳଧର ଶବର , ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ ଙ୍କ ସମେତ ଘଇଉ କର୍ମଚାରୀ,ଅଙ୍ଗନୱାଡ଼ି କର୍ମଚାରୀ , କୋଭିଡ ସଖି , କୋଭିଡ ମନିଟର , ସ୍ଵେଚ୍ଛାସେବୀ , ଛାତ୍ରଛାତ୍ରୀ , ଶିକ୍ଷକ/ ଶିକ୍ଷୟିତ୍ରୀ ଓ ସଫେଇ କର୍ମଚାରୀମାନେ ଉକ୍ତ ସାଇକେଲ ଶୋଭାଯାତ୍ରାରେ ଯୋଗଦେଇଥିଲେ । (ରିପୋର୍ଟ:ଶେଷଦେବ ସାହୁ ,ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ସାଇକେଲରେ ବୁଲି କରୋନା ସଚେତନ କଲେ ପ୍ରଶାସନ

- Categories: Uncategorized, ହୋମ୍
Related Content
କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା
by
Proprietor Abhimanyu Maharana
July 9, 2026
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026