ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର )ପାଟପୁର :- ମହାମରୀ କରୋନା ସମୟରେ ମହିଳା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ଆଜି ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକର କଙ୍କୋରଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତରଫରୁ ଡେଙ୍ଗାଡି ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସର ରେ ଗ୍ରାମୀଣ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଆର୍ଥିକ ଅନ୍ତର୍ଭୂକ୍ତିର ସ୍ଵାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ,ଡେଂଗାଡ଼ି ର ପରିଚାଳକ ବାରାନିଧି ପାତ୍ର ଙ୍କୁ ନେତୃତ୍ବ ରେ ଆୟୋଜିତ କାର୍ୟ୍ୟକ୍ରମ ରେ ଲୋକ ମାନେ ଯେପରି ମାସ୍କ ପିନ୍ଧିବା ଏବଂ ହାତ ସାନିଟାଇଜେସନ୍ ଏବଂ ସାମାଜିକ ସୁରକ୍ଷା କାର୍ୟ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା , ଗ୍ରାହକ ଓ ଜନସାଧାରଣ ସମସ୍ତଙ୍କ ପାଇଁ ଅନ୍ୟାନ୍ୟ ବୀମା, ଆର୍ଥିକ ଅନୁଶାସନ ଲାଭ ବିଷୟରେ ଶାଖା ପରିଚାଳକ ଦେବେନ୍ଦ୍ର ଶୁକ୍ଲା ଯୋଗଦେଇ ମତ୍ତବ୍ୟକ୍ତ କରିଥିଲେ ଏବଂ ପରିଶେଷରେ ସ୍ୱାବଲମ୍ବନ ପ୍ରକଳ୍ପ ଆଧାର ରେ ସ୍ୱୟଂ ସହାୟକ ସଙ୍ଘ ମାନଙ୍କୁ ଆର୍ଥିକ ସହାୟତା ଋଣ ପ୍ରଦାନ କରାଯାଇଥିଲା ଓ ଅନ୍ୟ ମାନଙ୍କ ମଧ୍ୟରେ ଶାଖା ର ପ୍ରବନ୍ଧକ ସୁକୁମାର ତ୍ରିପାଠୀ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ନରେନ୍ଦ୍ର କୁମାର ତ୍ରିପାଠୀ, ବିଜୟ କୁମାର ବେହେରା, ରାମନାଥ ପଣ୍ଡା, ଅଙ୍କିଆ ମିଶ୍ର ଡେଙ୍ଗାଡି ଗ୍ରାମରେ ସଞ୍ଚାଳିତ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କର ର ସଭ୍ୟା ମାନେ ଉପସ୍ଥିତ ଥିଲେ । (ରିପୋର୍ଟ :ଶେଷଦେବ ସାହୁ ,ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ମହିଳା ଙ୍କ ସ୍ୱାବଲମ୍ବୀ କର୍ମଶାଳା ଓ ଆର୍ଥିକ ସ୍ଵାକ୍ଷରତା ସଚେତନତା ଶିବିର ଆୟୋଜିତ

- Categories: Uncategorized, ଓଡ଼ିଶା, ହୋମ୍
Related Content
Nandan Dwibedi receives Yuva Bharati Samman
by
Proprietor Abhimanyu Maharana
September 22, 2026
ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
by
Proprietor Abhimanyu Maharana
September 22, 2026
ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ
by
Proprietor Abhimanyu Maharana
September 22, 2026
ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ
by
Proprietor Abhimanyu Maharana
September 22, 2026
ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା
by
Proprietor Abhimanyu Maharana
September 22, 2026
ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା
by
Proprietor Abhimanyu Maharana
September 22, 2026