ଭାରି ପଡିଲା ଖାକି ବରଦି ରେ ମଦ ପିଇବା ; ନିଲମ୍ବିତ ହେଲେ ନାଉଗାଁ ଥାନା – ଏସ୍ଆଇ ବିବେକାନନ୍ଦ ସାହୁ

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର) ନାଉଗାଁ :- ଗତ କାଲି ମଙ୍ଗଳବାର ନାଉଗାଁ ବାରେକ୍ ରେ ଅସାମାଜିକ ବ୍ଯକ୍ତ ଙ୍କ ସହିତ ମିଶି ନାଉଗାଁ ଏସ୍ ଆଇ ବିବେକାନନ୍ଦ ସାହୁ ଡ୍ଯୁଉଟିରେ ଥାଇ ମଧ୍ଯ ପେ।ଷ।କ ରେ ମଦ୍ଯପାନ କରୁଥିବା ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧ୍ଯକ୍ଷ ଙ୍କ ଦ୍ବାରା ବୁଧବାର ତାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯିବା ସହିତ ଜିଲ୍ଲା ହେଡ଼କ୍ଵାଟର ଆରାଇ ଅଫିସ୍ କୁ ଫଠାଇଛନ୍ତି ।

ଏସ୍ .ପି ଙ୍କ ନିକଟରେ ନାଉଗାଁ ଥାନା ଅଚଂଳ ରୁ ବିଭିନ୍ନ ସଂଗୀନ ଅଭିଯେ।ଗ ବାଲି ମାଫିଆ ମଦବ୍ଯବସାୟୀ ଜୁଆଖେଳାଳିଙ୍କ ଠାରୁ ମାସିକିଆ ବଟି ନେଉଥିବା ଉପରେ ଆଇଜି ସିଆରଙ୍କ ନିକଟରେ ଅଭିଯେ।ଗ ପୂବରୁ ଜଣେ ମହିଳା ସାମ୍ବାଦିକ କରିଥିଲେ, ଏହାର ତଦନ୍ତ ଚାଲୁଥିବା ସମୟରେ ଏସ୍ ପିଙ୍କ ହାତରେ ସଠିକ୍ ପ୍ରମାଣ ପଡିଥିଲ ।

କାଲି ନାଉଗାଁ ଥାନାରେ ଥିବା ବାରେକ୍ ମଦ୍ଯପାନ କରୁଥିବା ନାଉଗାଁ ଏସ୍ ଆଇ ବିବେକାନନ୍ଦ ସାହୁ ଙ୍କ ବିରେ।ଧରେ ଦୃଢ ପଦଷେକ୍ଷ ନେଇଥିବାରୁ ଜିଲ୍ଲା ଏସ୍ ପି ଙ୍କ ଉପରେ ନାଉଗାଁ ଅଚଂଳ ବାସୀ ପ୍ରଂଶଷା କରିଛନ୍ତି । କଥା ଆଛି ରକ୍ଷକ ସାଜି ଯଦି ଭକ୍ଷକ ହେବେ ଜନତାଙ୍କ ଆଶା ଭରଷା ତ୍ରୁଟି ଯିବ ପେ।ଲିସ୍ ପ୍ରଶାସନ ଉପରୁ । ଜଗତସିଂହପୁର ଏସ୍ ପି ତଦନ୍ତ ନିମେନ୍ତ ଏସ୍ ଡିପିଓ ପ୍ରିୟରଂଞ୍ଜନ ଶତପଥୀ ରିପେ।ଟ ଦେବାପରେ ଏସ୍ .ପି କାଯ୍ଯରୁ ନିଳମ୍ବିତ ଆଜି କରିଛନ୍ତି । ( ତିର୍ତୋଲ /ଭାସ୍କର ପଟ୍ଟନାୟକ )

Exit mobile version