
ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର) ତିର୍ତୋଲ :- ତିର୍ତୋଲ ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ପ୍ରଚାର ଜୋରଦାର ରଘୁନାଥ ପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ପଂଚାୟତ ରେ ବିଜେଡି ଦଳ କର୍ମୀ ସମାବେଶ ହୋଇଥିଲା ଏହି ସମାବେଶ ରେ ବିଜେଡି ଦଳର 400 କର୍ମୀ ଯୋଗ ଦେଇଥିଲେ ଏହି ସଭାରେ ରାଜ୍ୟ ଯୋଜନା ବୋର୍ଡ ର ଅଦ୍ଧକ୍ଷ ସଞ୍ଜୟ ଦାଶ ବର୍ମା ରାଜ୍ୟ ବିଜେଡି ଯୁବ ଉପ ସଭାପତି ରାଜା ଚକ୍ର ପଯ୍ୟବେକ୍ଷ ଶୋଭାଗୟ ନାୟକ
ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ ଅଦ୍ଧକ୍ଷ ସପ୍ନ ସରିତା ବଳ ବିଜେଡି ପଂଚାୟତ ସଭାପତି ଅଜୟ ଦାସ ଭାସ୍କର ପଟ୍ଟନାୟକ କେଦାର ନାଥ ସାହୁ ପୂର୍ଣ୍ଣ ଚନ୍ଦ୍ର ମନୋଜ ଦାସ ମନୋଜ ମହାନ୍ତି ବସନ୍ତ ଦାସ ବିଜୟ ସାହୁଙ୍କ ସମେତ ଅନେକ ଆଗ ଧାଡ଼ିର କର୍ମୀ ଯୋଗ ଦେଇଥିଲେ, (ଭାସ୍କର ପଟ୍ଟନାୟକ )
