ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ମଙ୍ଗଳବାର) ପୁରୀ :- ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ମୟୁରଭଞ୍ଜ ମୋରଡ଼ା ଥାନା ପଳାଶମୁଣ୍ଡଳୀ ଗାଁର ସୁଭଦ୍ରା ରଣା ମୃତ । ସୁଭଦ୍ରା ଫୁଲ ତୋଳିବାକୁ ଯାଇଥିବା ବେଳେ ହାତୀ ଶୁଣ୍ଡରେ ଟେକିଦେଇ କଚାଡି ଦେଇଥିଲା । ଫଳରେ ଘଟମାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୟୁରଭଞ୍ଜରେ ଦୀର୍ଘ ମାସ ଧରି ହାତୀ ଆତଙ୍କ ଲାଗିରହିଛି । ହାତୀ ପଲ ଗାଁରେ ପଶି ଘରଦ୍ୱାର ଭାଙ୍ଗି ଦେଥିବାବେଳେ ଶହ ଶହ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ କରୁଛନ୍ତି । (ନିଉଜ୍ ଏଡିଟର ସ୍ବରୂପ ଦାସ )
ଦଳିଦେଲା ଦନ୍ତା ! ମହିଳାଙ୍କ ମୃତ୍ୟୁ , ଦୁଇ ଗୁରୁତର

- Categories: Uncategorized, ଓଡ଼ିଶା, ହୋମ୍
Related Content
ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା
by
Proprietor Abhimanyu Maharana
September 23, 2026
୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ
by
Proprietor Abhimanyu Maharana
September 23, 2026
ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ
by
Proprietor Abhimanyu Maharana
September 23, 2026
Odisha named among India’s most pronounced drought hotspots as extremes spread along the eastern coast: 52-year study
by
Proprietor Abhimanyu Maharana
September 23, 2026
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ
by
Proprietor Abhimanyu Maharana
September 23, 2026
ପୁରୀ ଆଇନ ସଚେତନତା ଶିବିର
by
Proprietor Abhimanyu Maharana
September 23, 2026