ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ଆସିକା :- ବର୍ତ୍ତମାନ ପାର୍ବଣ ଋତୁ ଦଶହରା ଦୁର୍ଗାପୂଜାର ମହଲ ଏନେଇ ସବୁଠି ଚଳଚଞ୍ଚଳ ଲାଗି ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକାର ବିଭିନ୍ନ ଅଂଚଳରେ ଜୋରସୋରରେ ଚାଲିଛି ଜୁଆ ଖେଳ l ଜୁଆ ଖେଳକୁ ରୋକିବା ପାଇଁ ଆସିକା ପୁଲିସ ପକ୍ଷରୁ ଅନେକ ପ୍ରଦକ୍ଷେପ ଗ୍ରହଣ କରା ଯାଉଥିବା ବେଳେ, ଖବର ପାଇ ବିଭିନ୍ନ ସମୟରେ ଅନେକ ଜୁଆ ଆଡା ଉପରେ ଚଢ଼ାଉ କରାଯାଉଛି l ଆସିକା ପୋଲିସ ପକ୍ଷରୁ ଆଜି ସୁନାପଲ୍ଲୀ ଗ୍ରାମର ଏକ ଜୁଆଆଡା ଉପରେ ଚଢ଼ାଉ କରାଯାଇଥିବା ସମୟରେ 8 ଜଣ ଜୁଆ ଖେଳାଳୀ ସହ 45, 000 ଟଙ୍କା, 8 ଟି ମୋବାଇଲ ଓ 4 ଟି ମୋଟର ସାଇକେଲକୁ ଜବତ କରିଛି ଆସିକା ପୋଲିସ l ( ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ଆସିକା ପୋଲିସ ପକ୍ଷରୁ ଜୁଆ ଆଡାରେ ଚଢ଼ାଉ ; ୪୫,୦୦୦ଟଙ୍କା ସହ ୮ ଗିରଫ , ୮ ମୋବାଇଲ ,୪ ଟି ମୋଟର ସାଇକେଲ ଜବତ

- Categories: Uncategorized, ଅପରାଧ, ଓଡ଼ିଶା, ହୋମ୍
Related Content
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026
ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ବାର୍ଷିକ ସାଧାରଣ ନିର୍ବାଚନ
by
Proprietor Abhimanyu Maharana
July 8, 2026