ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ଓଡିଆ ପୁଅ ନିଟ୍ ଟପର । ଓଡ଼ିଶାର ଓଡ଼ିଆ ପୁଅ ସୋଏବ ଅଫତାଫ ଏଥର ନିଟ୍ ପରୀକ୍ଷାରେ ଟପର ହୋଇଥିବା ବେଳେ ସର୍ବ ଭାରତୀୟ ସ୍ତରରେ ଶତ ପ୍ରତିଶତ ନମ୍ବର ଅର୍ଥାତ 720 ରୁ 720 ରଖି ସାରା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏ ଛାତ୍ର ଜଣକ ରାଉରକେଲାର ଛାତ୍ର ଅଟନ୍ତି । ଅନେକ ଦିନ ପରେ ଓଡିଶା ପ୍ରଥମେ ସର୍ବ ଭାରତୀୟ ସ୍ତରରେ ନାମ କମାଇ ପାରିଛି । (ନିଉଜ୍ ଏଡିଟର ସ୍ବରୂପ ଦାସ)
ଓଡ଼ିଶାର ଓଡ଼ିଆ ପୁଅ ; ସୋଏବ ଅଫତାଫ ଏଥର ନିଟ୍ ପରୀକ୍ଷାରେ ଟପର

- Categories: Uncategorized, ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026
ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ବାର୍ଷିକ ସାଧାରଣ ନିର୍ବାଚନ
by
Proprietor Abhimanyu Maharana
July 8, 2026