ଯାହା କେବେ ବି ହୋଇନଥିଲା ରଣପୁର ମହୋଉତ୍ସବରେ ତାହା ଏବେ ହେଲା

ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର :- ରଣପୁର ମହୋଉତ୍ସବ ” ଅର୍ଜୁନ ” – ୨୦୨୦ ପୂର୍ବ ବର୍ଷ ଭଳି ୫ ଦିନ ଧରି ପାଳିତ ହୋଇ ଉଦଯାପନ ଉତ୍ସବ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ର ସହ ଉଦଯାପିତ ହେବା ବେଳେ , ଚଳିତ ବର୍ଷରେ ନୂତନ ଭାବେ ଦାୟିତ୍ୱ ନେଇ ନିଜକୁ ସର୍ବେସର୍ବା ଉପସ୍ଥାପିତ କରି ଥିବା ଇଂ. ଦେବାଶିଷ ପଟ୍ଟନାୟକ (କାଳୁ ଭାଇ) ଙ୍କୁ ଜନସାଧାରଣ ଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା ଯେଉଁଥିରେ ଅନାମଧେୟ ପିଲାଙ୍କ ଦ୍ବାରା ଦୁଇଟି ଅଣ୍ଡା ମାଡ଼ ହୋଇଥିଲା ।

ଭାଗ୍ୟବଶତଃ ଦେବାଶିଷ ଙ୍କ ଦେହ ରେ ନବାଜି ତଳେ ପଡ଼ି ଭାଙ୍ଗି ଯାଇଥିଲା ।ଯାହା କେବେ ବି ହୋଇନଥିଲା , ତାହା ଏବେ ହେଲା

Exit mobile version