ତିର୍ତ୍ତୋଲ ଉପନିର୍ବାଚନ ନେଇ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ଦଳ ପ୍ରାର୍ଥୀ – ହିଂମାଶୁ ଭୂଷଣ ମଲ୍ଲିକ୍

ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ଶୁକ୍ରବାର ) ବାଲେଶ୍ବର :- ଜଗତସିଂହପୁର, ତିର୍ତ୍ତୋଲ ଉପନିର୍ବାଚନ ନେଇ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ଦଳ ପ୍ରାର୍ଥୀ । -ତିର୍ତ୍ତୋଲ ଉପନିର୍ବାଚନ ନେଇ ପ୍ରାର୍ଥୀପତ୍ର ଦାଖଲ ପଞ୍ଚମ ଦିନରେ କଂଗ୍ରେସ ଦଳର ପ୍ରାର୍ଥୀ ହିଂମାଶୁ ଭୂଷଣ ମଲ୍ଲିକ୍ ସେମାନଙ୍କର ସମର୍ଥନଙ୍କ ସହିତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କୋଭିଡ଼ି ନିୟମକୁ ଆଖି ଆଗରେ ରଖି ସମର୍ଥକ ମାନେ କୋଭିଡି ନିୟମ କୁ ପାଳନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ପ୍ରାର୍ଥୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ୍ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ସାହୁ ଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜିତିହବା ପରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି । (ରିପୋର୍ଟ ଭାସ୍କର ପଟ୍ଟନାୟକ /ଜଗତସିଂହପୁର)

Exit mobile version