ଓଡ଼ିଶାରେ ୩୮,୭୮,୯୯୨ ଟି ନମୁନା ପରୀକ୍ଷା କରାଯାଇଛି,୨,୫୯,୫୪୧ ଜଣ ପଜିଟିଭ୍‌ ଚିହ୍ନଟ,୨,୩୨,୯୮୮ ଜଣ ସୁସ୍ଥ , ୧୦୭୨ ଜଣ ମୃତୁ୍ୟ

ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବ।ର ) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା :- ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩୮,୭୮,୯୯୨ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୨,୫୯,୫୪୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୨,୩୨,୯୮୮ ଜଣ ରୋଗୀ ସଂ ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି / ଡାକ୍ତରଖାନାରୁ ଫେରିଛନ୍ତି ।

୧୦୭୨ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨୫,୪୨୮ ରହିଛି । ୨୫,୪୨୮ ଜଣ ହସ୍‌ ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version