ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ବ୍ରହ୍ମପୁର :- ସେପ୍ଟେମ୍ବର ୨୧ତାରିଖ ରେ କବିସୂର୍ଯ୍ୟନଗର ସହରର ଜଣାଶୁଣା ଲୁଗା ବ୍ୟବସାୟୀ ଏ ନାଗେଶ୍ୱର ପାତ୍ରଙ୍କ ଦୋକାନରେ ପଶି ଦିନ ଦ୍ବିପହରରେ ମାରଣାସ୍ତ୍ର ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟ କରି ଫିଲ୍ମ ଷ୍ଟାଇଲରେ ବାଇକରେ ଫେରାର ହୋଇଯାଇଥିଲ । କବିସୂର୍ଯ୍ୟନଗର ଥାନାରେ ଶ୍ରୀ ପାତ୍ର ଏତଲା ଦେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପପୁ ନାୟକ ଓରଫ ଗେଣ୍ଡୁ, ସୁମନ ନାୟକ, ନରେଶ ଆଚରି ଓରଫ ନାରସୁ, କାଁହୁ ପଟ୍ଟନାୟକ, ଓ କେ. ରାଜେଶ ଆଚରି, ୫ ଜଣଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ୪ଟି ବାଇକ, ୪ଟି ମୋବାଇଲ, ଦୁଇଟି ଖଣ୍ଡା ଓ ନଗଦ ୩୨ହଜାର ୨00ଟଙ୍କା ଜବତ କରି ଥାନା କେସ ନଂ ୨୬୧/୨୦, ଦଫା ୩୯୪ ରେ ମାମଲା ରୁଜୁ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ ଡ଼ି ପିଓ. ସୀମା ସ୍ୱାଇଁ ଓ ଥାନା ଅଧିକାରୀ ପ୍ରଭାତ ସାହୁ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି । (ରିପୋର୍ଟ: ଶେଷଦେବ ସାହୁ)
କବିସୂର୍ଯ୍ୟନଗର ଲୁଗା ବ୍ୟବସାୟୀଙ୍କ ଠାରୁ ଲୁଟ୍ ଘଟଣାରେ ୫ଗିରଫ

- Categories: Uncategorized, ଅପରାଧ, ଓଡ଼ିଶା, ହୋମ୍
Related Content
ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ
by
Proprietor Abhimanyu Maharana
September 26, 2026
କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ
by
Proprietor Abhimanyu Maharana
September 26, 2026
ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ
by
Proprietor Abhimanyu Maharana
September 26, 2026
ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି
by
Proprietor Abhimanyu Maharana
September 26, 2026
ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା
by
Proprietor Abhimanyu Maharana
September 26, 2026
ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ
by
Proprietor Abhimanyu Maharana
September 26, 2026